ଅନୁସନ୍ଧାନ କରୁଥିବା ବର୍ଗ

Leading

ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ବୋଲି ନିର୍ବାଚନ କମିସନଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ। ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ଉତ୍ତର ରଖି ନିର୍ବାଚନ କମିସନ କହିଛନ୍ତି, ‘‘ଭିଭିପାଟ୍ ସ୍ଲିପ୍ ଦେବାରେ ବହୁତ ବଡ଼ ଅସୁବିଧା…
ଅଧିକ ଖବର ଦେଖନ୍ତୁ...

ମତଦାନ ଆରମ୍ଭ: ୬ଟି ଭାଷାରେ ଟ୍ବିଟ୍‌ କରି ବହୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ନିବେଦନ କ‌ଲେ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ବିଶେଷ କରି ଯୁବକ ଏବଂ ପ୍ରଥମ ଥର ମତ ଦେବାକୁ ଥିବା ମତଦାତାମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ନିର୍ବାଚନ ୨୦୨୪: ଆରମ୍ଭ ହେଲା ମତଦାନ, ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନ ପାଇଁ ହେଉଛି ଭୋଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଆଉ ୪୮ ଘଣ୍ଟା ନିଅଁାବର୍ଷା: ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳ ସାଢ଼େ ୮ଟା ବେଳେ ତାପମାତ୍ରା ଥିଲା ୩୩.୪ ଡିଗ୍ରି। ସାଢ଼େ ୧୧ଟା ବେଳକୁ ତାହା ୪୦.୬ ଡିଗ୍ରିରେ ପହଞ୍ଚିଥିଲା। ଅପରାହ୍ଣ ସାଢ଼େ ୨ଟା ବେଳକୁ ପାରଦ ୪୩.୬ ଡିଗ୍ରି ଛୁଇଁଥିଲା। ଅର୍ଥାତ୍‌ ୬ ଘଣ୍ଟା ମଧ୍ୟରେ ୧୦.୨ ଡିଗ୍ରି ବୃଦ୍ଧି ପାଇଥିଲା ଭୁବନେଶ୍ବର ସହରର ତାପମାତ୍ରା। କେ‌ବଳ ଯେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ଜାରି: ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ବର: ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ଆଜି ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଛାଡ଼ୁଛନ୍ତି ଜୀବଜନ୍ତୁ! କଳାବାଡ଼ିଆରେ ୫ ହରିଣ ଠାବ

କଳାବାଡ଼ିଆ: ଶିମିଳିପାଳରେ ଜଳଉତ୍ସଗୁଡ଼ିକ ଶୁଷ୍କ ଅବସ୍ଥାକୁ ଆସିଯାଇଥିବାରୁ ଶୋଷ ମେଣ୍ଟାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁନି। ତା’ ସାଙ୍ଗକୁ ଜଙ୍ଗଲ ନିଆଁ ମଧ୍ୟ ସେମାନଙ୍କ ପାଇଁ କାଳ ସାଜିଛି। ଖାଦ୍ୟ ଓ ପାଣି ଅନ୍ବେଷଣରେ ବନ୍ୟଜନ୍ତୁମାନେ ଏବେ ଜଙ୍ଗଲରୁ ବାହାରି ଆଖପାଖ…
ଅଧିକ ଖବର ଦେଖନ୍ତୁ...

ବଦ୍ରିଙ୍କୁ ଘେରିଲେ ମହିଳା: ପାଣି ନାହିଁ ତ ଭୋଟ୍‌ ନାହିଁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ କେଶଦୁରାପାଳ ପଞ୍ଚାୟତ କୁରାଳସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଇଥିବା ଘସିପୁରାର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ହଟହଟା ହୋଇଛନ୍ତି। ପାନୀୟଜଳ ସମସ୍ୟା ନେଇ ଗ୍ରାମର ଶତାଧିକ ମହିଳା ଶ୍ରୀ…
ଅଧିକ ଖବର ଦେଖନ୍ତୁ...

୩.୮କେଜି ସୁନା ଜବତ: ମୁମ୍ବାଇ ଚାଲାଣ ହେଉଥିଲା

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ସୁନା। ମୁମ୍ବାଇ ଚାଲାଣ ହେଉଥିବା ବେଳେ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍‌ କାର୍ଗୋ ଟର୍ମିନାଲ୍‌ରୁ ୩.୮କେଜି ଓଜନର ସୁନା ଜବତ କରିବା ସହ ଚାଲାଣକାରୀକୁ ଅଟକ ରଖିଛି। ଜବତ ସୁନାର…
ଅଧିକ ଖବର ଦେଖନ୍ତୁ...

କିଛି ନ ଜାଣି ମିଳିଯାଉଛି ନମ୍ବର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ଆସ୍ପିରେସନାଲ୍ ପାଠ୍ୟକ୍ରମ

କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶ ପାଇଁ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଆସ୍ପିରେସନାଲ୍ କମ୍ପୋନେଣ୍ଟ ପାଠ୍ୟକ୍ରମ ଏବେ ବିଚିତ୍ର ଢଙ୍ଗରେ ଚାଲିଛି। ଅନେକ ସ୍କୁଲର ଛାତ୍ରଛାତ୍ରୀ ଏ ସଂପର୍କରେ ଆଦୌ ଜାଣି ନାହାନ୍ତି। ଅନେକ ସ୍କୁଲରେ ବି ଏଯାଏ ଏସଂପର୍କିତ ପୁ୍ସ୍ତକ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲର ଆଣବିକ ପ୍ଲାଣ୍ଟକୁ ଧ୍ବଂସ କରିଦେବୁ : ଇରାନର ଖୋଲା ଧମକ

ତେହେରାନ: ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବା ବେଳେ ଇରାନ ଖୋଲାଖୋଲି ଧମକ ଦେଇଛି। ଇରାନର ପରମାଣୁ ସୁରକ୍ଷା ଓ ସୁରକ୍ଷା ବାହିନୀର ମୁଖ୍ୟ ଜେନେରାଲ ଅହମ୍ମଦ ହକତଲାବ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି। ଯଦି ଇସ୍ରାଏଲ ଭୁଲବଶତଃ ଇରାନର ପରମାଣୁ ସ୍ଥଳକୁ ଟାର୍ଗେଟ କରେ ତେବେ…
ଅଧିକ ଖବର ଦେଖନ୍ତୁ...