ଅନୁସନ୍ଧାନ କରୁଥିବା ବର୍ଗ

Leading

ସମ୍ବଲପୁର ହିଂସା ମାମଲା: ସମୀକ୍ଷା ପରେ ଡିଜିପି କହିଲେ- ଘଟଣାର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାକୁ ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ ଗଣମାଧ୍ୟମର…
ଅଧିକ ଖବର ଦେଖନ୍ତୁ...

ସୁରଟରେ ରହିଛି ଏହି ଅଦ୍ଭୁତ ହୀରା, ଏହା ବିଷୟରେ ଜାଣିଲେ ଚକିତ ହୋଇଯିବେ

ସୁରଟ : ହୀରା ଏହାର ଚମକ ଏବଂ ମହଙ୍ଗା ମୂଲ୍ୟ ପାଇଁ ଜଣାଶୁଣା । କିନ୍ତୁ ଆପଣ ଏକ ହୃଦୟ ଥିବା ହୀରା ବିଷୟରେ ଶୁଣିଛନ୍ତି କି? ଆଜି ଆମେ ଏମିତି କିଛି ହୀରା ବିଷୟରେ କହିବାକୁ ଯାଉଛୁ । ଭିନ୍ନ ଦେଖାଯାଉଥିବା ଏହି ନିଆରା ହୀରାର ଖାସ୍ କଥା ହେଉଛି ଏହି ହୀରା ଭିତରେ ଆଉ ଏକ ଛୋଟ ହୀରା ରହିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଓ ଇଂରାଜୀ ସମେତ ୧୩ଟି ଭାଷାରେ ହେବ ସିଏପିଏଫ୍‌ ପରୀକ୍ଷା

ଭୁବନେଶ୍ବର: ଏଣିକି ଓଡ଼ିଆ ଭାଷାରେ ସିଏପିଏଫ୍‌ କନଷ୍ଟେବଳ ପରୀକ୍ଷା ହେବ। ସିଏପିଏଫ୍‌ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନକୁ ଗୃହ ମନ୍ତ୍ରଣାଳୟ ମଞ୍ଜୁରି କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଣି ବିଷାକ୍ତ ମଦ ମୃତ୍ୟୁ, ମୋତିହାରୀରେ ୮ ମୃତ

ପାଟନା : ମଦ ନିଷିଦ୍ଧ ଥିବା ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା ଦେଖାଦେଇଛି । ରାଜ୍ୟର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୨୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମୋତିହାରୀର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି: ଭୁବନେଶ୍ବର, ଝାରସୁଗୁଡ଼ାରେ ତାପାମାତ୍ରା ୪୧ ଡିଗ୍ରି ରେକର୍ଡ

ଭୁବନେଶ୍ବର: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତିଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ। ଆଜି ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ସାମ୍ନା କାଚ ଫାଟି ଯିବାରୁ କୋଲ୍‌କାତା ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଜେଦ୍ଦା-ହଂକଂ ପଣ୍ୟବାହୀ ବିମାନ

କୋଲ୍‌କାତା: ସାମ୍ନା କାଚ ଚଡ଼କି (ସାମାନ୍ୟ ଫାଟିଯିବା) ଯିବାରୁ ଆଜି ଜେଦ୍ଦାରୁ ହଂକଂ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ପଣ୍ୟବାହୀ ବିମାନ କୋଲ୍‌କାତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉକ୍ତ ବିମାନରେ ୪ଜଣ ପରିଚାରକ ଥିଲେ। କାଚ ଚଡ଼କି ଯିବା ଦେଖି ଜରୁରୀକାଳୀନ ଅବତରଣ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ଅଛି: ପୁଲିସ ଡିଜି

ଭୁବନେଶ୍ୱର: ସମ୍ବଲପୁରରେ ହିଂସାକାଣ୍ଡ ନେଇ ପୁଲିସ ଡିଜି ସୁନୀଲ ବଂଶଲ ଆଜି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗତକାଲି କିଛି ଅପ୍ରିୟ ଘଟଣା ଘଟିଛି। ଆମେ ଅଧିକ ପୁଲିସ୍ ଫୋର୍ସ ପଠାଇଛୁ। କେତେକ ସିନିୟର ଅଫିସର ସେଠାରେ ଅଛନ୍ତି। ବର୍ତ୍ତମାନ ସେଠାରେ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ‘ବିଜେପି’ ନେତାଙ୍କୁ ଗୁଳି ମାରି ହତ୍ୟା କରିବା ପରେ ବାଇକ୍‌ ଚଢ଼ି ଖସି ପଳାଇଲେ ଆତତାୟୀ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀ ‘ବିଜେପି’ ନେତା ସୁରେନ୍ଦ୍ର ମାଟିୟାଲାଲ୍‌ଙ୍କୁ ତାଙ୍କ ଅଫିସ୍‌ରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୭.୩୦ରେ ମାଟିୟାଲାଲ୍‌ ଓ ତାଙ୍କ ପୁତୁରା ଦ୍ବାରକାସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆକୁ ମୁକାବିଲା କରିବା ଲାଗି ‘‌କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ’ କରିବେ ଆମେରିକା, ଜାପାନ ଓ…

ସିଓଲ୍: ଉତ୍ତର କୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଧମକକୁ ମୁକାବିଲା କରି ବାଧା ଦେବା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ ବୁଡ଼ାଜାହାଜ-ନିରୋଧୀ ସମରାଭ୍ୟାସ ନିୟମିତ କରିବା ଲାଗି ଆଲୋଚନା କରିଥିବା କଥା ଏକ ମିଳିତ ବିବୃତିରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ କହିଛନ୍ତି। ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...