ଅନୁସନ୍ଧାନ କରୁଥିବା ବର୍ଗ

Leading

ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ଆକ୍ରମଣ; ଘଟଣା ପରେ ଫେରାର୍‌ ‌ହୋଇଗଲେ ମଦ୍ୟପ

ଧର୍ମଶାଳା: ଯାଜପୁର ଜିଲ୍ଳାର ଧର୍ମଶାଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଟିଜଙ୍ଘା ଗ୍ରାମର  କିଛି  ମଦ୍ୟପ ଯୁବକ ଜଣେ ଡ୍ରାଇଭରଙ୍କୁ ରାମକୋ କମ୍ପାନି ସାମ୍ନାରେ ଚାନ୍ଦା ମାଗିଥିଲେ। ଡ୍ରାଇଭର ଜଣକ ଟଙ୍କା ନଦେବାରୁ ମଦ୍ୟପମାନେ ଡ୍ରାଇଭରଙ୍କ ସମେତ ତାଙ୍କ ସାଙ୍ଗରେ ଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଖୈବର୍‌-ପଖ୍‌ତୁନ୍‌ଖ୍ବାରେ ସଡ଼କ ଦୁର୍ଘଟଣା: ଗଭୀର ଖାଇରେ ବସ୍‌ ଓ କାର୍‌ ପଡ଼ି ୩୦ ମୃତ, ୧୫ ଆହତ

ଇସ୍‌ଲାମାବାଦ୍‌: ମଙ୍ଗଳବାର ଦିନ ଖୈବର୍‌-ପଖ୍‌ତୁନ୍‌ଖ୍ବାର କୋହିସ୍ତାନ ଜିଲ୍ଲା ଦେଇ ପଡ଼ିଥିବା କାରାକୋରମ୍‌ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଗୋଟିଏ ଯାତ୍ରୀବାହୀ ବସ୍‌ ଓ ଗୋଟିଏ କାର୍‌ ଗଭୀର ଖାଇରେ ପଡ଼ିଯିବାରୁ ପ୍ରାୟ ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ରାଜା ଚାର୍ଲସ୍‌ଙ୍କ ଫଟୋ ଥିବା ନୂଆ ବ୍ରିଟିସ୍‌ ଡାକଟିକଟ ଉନ୍ମୋଚିତ

ଲଣ୍ଡନ୍‌: ବୁଧବାର ଦିନ ବ୍ରିଟେନ୍‌ର ‘ରୟାଲ୍‌ ମେଲ୍‌’ ଗତ ସେପ୍ଟେମ୍ବର ମାସରେ ସିଂହାସନ ଆରୋହଣ କରିଥିବା ରାଜା ତୃତୀୟ ଚାର୍ଲସ୍‌ଙ୍କ ଫଟୋ ଥିବା ପ୍ରଥମ ଡାକଟିକଟ ଉନ୍ମୋଚନ କରିଛି। ସମସ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ସ୍ବଳ୍ପ ମୂଲ୍ୟର ଡାକଟିକଟରେ କେବଳ ରାଜାଙ୍କ ମୁଣ୍ଡ, ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣି ଭୂକମ୍ପରେ ଥରିଲା ତୁର୍କୀ: ମୃତ୍ୟୁସଂଖ୍ୟା ୭୫୦୦, ଆହୁରି ବଢ଼ିବ

ଇସ୍ତାନବୁଲ: ତୁର୍କୀ ଏବଂ ସିରିୟାରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ରିେପାର୍ଟ ଲେଖାେହବା େବଳକୁ ୬ ହଜାର ଅତିକ୍ରମ କରିଛି। ସନ୍ଧ୍ୟା ସୁଦ୍ଧା ୭୫୦୦ ଶବ ଉଦ୍ଧାର ହୋଇଛି ଏବଂ ଭଗ୍ନସ୍ତୂପ ତଳେ ହଜାର ହଜାର ଲୋକ ଫସି ରହିଛନ୍ତି। ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ବିଦ୍ୟୁତ୍ ପଛରେ ଷଡ଼୍‌ଯନ୍ତ୍ର: ଗ୍ରିଡ୍‌କୋର ମଧ୍ୟସ୍ଥି ଭୂମିକା ନେଇ ପୁଣି ପ୍ରଶ୍ନ ଉଠିଲା

ଭୁବନେଶ୍ବର, ୭/୨ (ଇମିସ): ଆସନ୍ତା ୧୩ ତାରିଖରୁ ୨୦୨୩-୨୪ ବର୍ଷ ଲାଗି ବିଦ୍ୟୁତ୍ ଶୁକ୍ଳ ଧାର୍ଯ୍ୟ ପାଇଁ ଜନଶୁଣାଣି ହେବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ଆଗ ଧାଡ଼ିର ବିଦ୍ୟୁତ୍ ବିଶେଷଜ୍ଞମାନେ ବିଦ୍ୟୁତ୍ କିଣା-ବିକା ପ୍ରକ୍ରିୟାରେ ପୁଣି ଥରେ ଗ୍ରିଡ୍‌କୋର ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଲେଣି।…
ଅଧିକ ଖବର ଦେଖନ୍ତୁ...

ନବଙ୍କୁ କେମିତି ମାରିଲା ଗୋପାଳ: ମୁଣ୍ଡକୁ ମାରୁଥିଲା, ଛାତିରେ ବାଜିଲା

ଭୁବନେଶ୍ବର/ ଝାରସୁଗୁଡ଼ା/ବ୍ରଜରାଜନଗର, ୭/୨ (ଇମିସ): ମନ୍ତ୍ରୀ ନବ ଦାସଙ୍କୁ କର୍ମୀମାନେ ଫୁଲମାଳ ପକାଉଥିଲେ। ମନ୍ତ୍ରୀ ସାମାନ୍ୟ ମୁଣ୍ଡ ନୁଆଁଇ ଏସବୁ ଫୁଲମାଳକୁ ଗ୍ରହଣ କରୁଥିଲେ। ଜଣେ କର୍ମୀ ମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିଲେ। ଏହାକୁ ସବୁଠାରୁ ଭଲ ସମୟ ବୋଲି ଭାବି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବା ବନବିଭାଗ ହାଜତମୃତ୍ୟୁ ଘଟଣା: ‘ଆମ ସାମନାରେ ପିଟି ପିଟି ମାରିଦେଲେ’

କଟକ: ଆମ ଆଖି ଆଗରେ ଧନେଶ୍ୱରକୁ ପିଟି ପିଟି ମାରିଦେଲେ। ଆମ ଆଗରେ ଛଟପଟ ହୋଇ ତା ଜୀବନ ଚାଲିଗଲା। ବଡମ୍ବା ରେଞ୍ଜର, ଏସିଏଫ, ଫରେଷ୍ଟର, ଗାର୍ଡ ସମସ୍ତେ ତାକୁ ଗଡ଼ାଇତଡ଼ାଇ ଠେଙ୍ଗାରେ ପିଟିଲେ। ବୁଟ୍‌ରେ ତା’ ଉପରେ ଚଢ଼ି କଲବଲ କରି ତା’ ଜୀବନ ନେଇଗଲେ। ଛାଡ଼ି ଦେବାକୁ ସେ ଆକୁଳ ନିବେଦନ କରୁଥିଲେ ବି…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଗୁଳି କିଏ ମାରିଲା ଦେଖିନି: ଜୀବନ

ବୁର୍ଲା: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ବେଳେ ଆହତ ହୋଇ ଭିମ୍‌ସାର୍‌ରେ ଚିକିତ୍ସିତ ହେଉଥିବା ଜୀବନ ନାଏକ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୋମବାର ଦିନ ତାଙ୍କ ଷ୍ଟିଚ୍ ଖୋଲା ଗଲା ପରେ ଆଜି ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅପରା୍‌ହଣ…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌-୧: ୨୦ଜଣଙ୍କୁ ୧୦୦ ଏନ୍‌ଟିଏ ସ୍କୋର

ଭୁବନେଶ୍ବର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍‌ ଫଳ ପ୍ରକାଶ ପାଇଛି। ବି.ଇ ଓ ବି.ଟେକ୍‌(ପେପର-୧)ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଅମୃତାଂଶୁ ମହାନ୍ତି ୯୯.୯୭ ସ୍କୋର କରି ଓଡ଼ିଶାରେ ଅାଗରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ଦୁଷ୍କର୍ମ ସହ ସମାନ: କାଲକାଟା ହାଇକୋର୍ଟ

କୋଲକାତା: ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ବା ହଟାଇବା ଦୁଷ୍କର୍ମ ସହ ସମାନ ବୋଲି କାଲକାଟା ହାଇକୋର୍ଟ ରାୟ ଦେଇଛନ୍ତି। ଜନୈକା ନାବାଳିକାଙ୍କୁ ନିର୍ଜନ ସ୍ଥାନକୁ ପ୍ରଲୋଭନ ଦେଖାଇ ଡାକିନେବା ପରେ ତାଙ୍କ ଅନ୍ତର୍ବସ୍ତ୍ରକୁ ହଟାଇବାକୁ କହିଥିବା ରବି ରାୟଙ୍କ ମାମଲାର ଶୁଣାଣି…
ଅଧିକ ଖବର ଦେଖନ୍ତୁ...