ଅନୁସନ୍ଧାନ କରୁଥିବା ବର୍ଗ

Leading

ରାଜସ୍ଥାନରେ କଂଗ୍ରେସ ନେତାଙ୍କ କନ୍ୟାକୁ ଅପହରଣ

ଜୟପୁର: ରାଜସ୍ଥାନର ଜଣେ କଂଗ୍ରେସ ନେତାଙ୍କ ୨୧ ବର୍ଷୀୟା ଝିଅକୁ କେତେକ ଅଜ୍ଞାତ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି। କଂଗ୍ରେସ ନେତା ଗୋପାଳ କେଶାଓ୍ଵତଙ୍କ ୨୧ ବର୍ଷୀୟା ଝିଅକୁ ସୋମବାର ସନ୍ଧ୍ୟାରେ ପ୍ରତାପ ନଗର ଅଞ୍ଚଳରୁ ଅପହରଣ କରି ନିଆଯାଇଛି…
ଅଧିକ ଖବର ଦେଖନ୍ତୁ...

“ହେଲୋ… ମୁଁ ମୋ ପତ୍ନୀକୁ ହତ୍ୟା କରିଛି”  ଦିଲ୍ଲୀ ପୁଲିସକୁ ଆସିଲା ହତ୍ୟାକାରୀର ଫୋନ

ନୂଆଦିଲ୍ଲୀ : ରବିବାର ସକାଳ ୮ ଟା ୧୦ରେ ଯେତେବେଳେ ଦିଲ୍ଲୀର ହର୍ଷ ବିହାର ପୁଲିସ ଷ୍ଟେସନର ଫୋନ ବାଜିଲା, ଫୋନ ଉଠାଇଥିବା ପୁଲିସ କର୍ମୀ କଳ୍ପନା ମଧ୍ୟ କରିପାରିନଥିଲେ ଯେ ଅପରପକ୍ଷରେ ଜଣେ ହତ୍ୟାକାରୀ ନିଜେ କରିଥିବା ହତ୍ୟା କଥା କହିବ ବୋଲି । କିନ୍ତୁ ତାହା ହୋଇଥିଲା- ଜଣେ ବ୍ୟକ୍ତି କହିଲେ…
ଅଧିକ ଖବର ଦେଖନ୍ତୁ...

୫୦୦ ଶରଣାର୍ଥୀ ଥିବା ବୋଟକୁ ଉଦ୍ଧାରକଲା ଗ୍ରୀସ ନୌସେନା

ଏଥେନ୍ସ : ୫୦୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଗ୍ରୀସ ଆଡ଼କୁ ଆସୁଥିବା ଏକ  ବୋଟ୍ ଖରାପ ପାଗ ଓ ଇଂଜିନ ଖରାପ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା । ପରେ ଜରୁରୀ ସୂଚନା ପାଇଁ ଗ୍ରୀସ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଗ୍ରୀସ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟ-ଏସିଆ କିମ୍ବା…
ଅଧିକ ଖବର ଦେଖନ୍ତୁ...

ସେନା ପିଓକେ ହାତକୁ ନେବାକୁ ପ୍ରସ୍ତୁତ, ଆଦେଶକୁ ଅପେକ୍ଷା କରିଛୁ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଏକ ବଡ଼ ବିବୃତି ଦେଇଥିଲେ। ପିଓକେ ପୁନର୍ବାର ଭାରତ ହାତକୁ ଆସିବା ବୋଲି କହିଥିଲେ ରାଜନାଥ ସିଂହ। ବର୍ତ୍ତମାନ ସେନାର ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ…
ଅଧିକ ଖବର ଦେଖନ୍ତୁ...

ମାଙ୍ଗାଲୁରୁ ବିସ୍ଫୋରଣ : ହିନ୍ଦୁ ନାଁ ବ୍ୟବହାର କରୁଥିଲା ଆତଙ୍କବାଦୀ ସାରିକ୍

ମାଙ୍ଗାଲୁରୁ : ଉପକୂଳ କର୍ଣ୍ଣାଟକ ସହର ମାଙ୍ଗାଲୁରୁରେ ହୋଇଥିବା କମ  କ୍ଷମତା ସଂପନ୍ନ ବୋମା ବିସ୍ଫୋରଣ ପଛର ରହସ୍ୟ ଖୋଲିବାରେ ଲାଗିଛି । ଅଭିଯୁକ୍ତ ମହମ୍ମଦ ସାରିକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ବାରା ପ୍ରଭାବିତ ହୋଇଥିଲେ ବି ତାହାର କୌଣସି ଆତଙ୍କବାଦୀ ସଂଗଠନ ସହ ସଂପର୍କ ନଥିଲା । ସେ ଜଣେ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ୨ ସରକାରୀ ବାବୁ

ଝାରସୁଗୁଡ଼ା/ଖଲ୍ଲିକୋଟ: ଲାଞ୍ଚ ନେଉଥିଲା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଦୁଇ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ଦୁର୍ନୀତିଖୋର ଲାଞ୍ଚୁଆ କର୍ମଚାରୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ। ଅନ୍ୟ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ

ଭୁବଶ୍ବେର: ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ବ୍ୟବସାୟୀ ଅମୀୟ ଦାସ। ସେ ଆଜି ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

କତାର ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ସାଉଦି ଆରବଠାରୁ ହାରିଲା ଆର୍ଜେଣ୍ଟିନା

ଦୋହା : କତାରରେ ଖେଳାଯାଉଥିବା ଫୁଟବଲ ବିଶ୍ବକପରେ ମଙ୍ଗଳବାରଦିନ ସବୁଠାରୁ ବଡ଼ ବିପର୍ଯ୍ୟୟ ହୋଇଛି । ସାଉଦି ଆରବ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାରୁ ୨-୧ରେ ପରାସ୍ତ କରିଛି । ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୨୫୨କୁ ବୃଦ୍ଧି, ଏବେ ବି ଧ୍ବଂସସ୍ତୁପ ତଳେ ଫସିରହିଛନ୍ତି ଲୋକେ

ଜାଭା : ଇଣ୍ଡୋନେସିଆର ପଶ୍ଚିମ ଜାଭା ଅନ୍ତର୍ଗତ ସିଆନଜୁର ସହରରେ ସୋମବାର ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୫୨କୁ ବୃଦ୍ଧି ପାଇଛି ବୋଲି ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ଅତି କମରେ ୩୧ ଜଣ ନିଖୋଜ ଅଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...