ଅନୁସନ୍ଧାନ କରୁଥିବା ବର୍ଗ

Leading

ଇଣ୍ଡିଆନ ଓମେନ୍ସ ଲିଗ-୨ : ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ରେ ହରାଇଲା ଓଡ଼ିଶାର ନିତା ଫୁଟବଲ ଏକାଡେମୀ

କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ଓମେନ୍ସ ଲିଗ-୨ର ଏକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ଏକ ଚମତ୍କାର ବିଜୟ ହାସଲ କରିଛି । ଦଳ ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଏକ ତୀବ୍ର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୯ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୫ ୱିକେଟ ହରାଇ ୧୭୩ ରନ୍‌ କରି ପରାସ୍ତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ ମୁଖତାର ଅନସାରୀ ମୃତ, ଜେଲରେ ଥିବାବେଳେ ଆସିଥିଲା ହୃଦଘାତ

ବାନ୍ଦା: ମାଫିଆ ଡନ୍ ମୁଖତାର ଅନସାରୀ  ମୃତ୍ୟୁବରଣ କରିଛି । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି । ସୂଚନା ଅନୁସାରେ ଜେଲରେ ଥିବାବେଳେ ତାହାର ହୃଦଘାତ ହେବା କାରଣରୁ ସେ ଅଚେତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୯ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୧୮୬ ରନର ଲକ୍ଷ୍ୟ ରଖଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା : ଅନ୍ୟତମ ଅଭିଯୁକ୍ତ ମୁଜାମ୍ମିଲ ସରିଫକୁ ଗିରଫ କଲା ଏନଆଇଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଜାରି ଏକ ବିବୃତିରେ ଏନଆଇଏ କହିଛି ଯେ ମୁଜାମ୍ମିଲ ସରିଫ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଯିଏକି ତିନୋଟି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ପାରଳାଖେମୁଣ୍ଡିରେ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ, ୧୩ ସହରରେ ପାରା ୩୮ ଡ଼ିଗ୍ରି ଅତିକ୍ରମ

ଭୁବନେଶ୍ବର: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ ଆଜି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଓଡ଼ିଶାରେ କେତେଦିନ ଛୁଟି ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏପ୍ରିଲ ମାସ ପାଇଁ ବ୍ୟାଙ୍କଗୁଡ଼ିକରେ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇର ଅଫିସିଆଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୬ଟି ଲୋକସଭା ଆସନରେ କାହାକୁ ମିଳିବ ବିଜେଡି ଟିକେଟ୍‌, ୩ଟିରେ କିଏ ହେବେ ବିଜେପି ପ୍ରାର୍ଥୀ?

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ସେହିଭଳି ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ କଂଗ୍ରେସ କୌଣସି…
ଅଧିକ ଖବର ଦେଖନ୍ତୁ...

ଅନ୍ୟକୁ ଡରେଇବା-ଧମକାଇବା କଂଗ୍ରେସର ସଂସ୍କୃତି: ମୋଦୀ

ନୂଆଦିଲ୍ଲୀ: ଦେଶର  ପ୍ରମୁଖ ଆଇନଜୀବୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ନ୍ୟାୟାଳୟ ଉପରେ ଏକ ଗୋଷ୍ଠୀ ପ୍ରଭାବ ପକାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି । ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି। ଆଗାମୀ…
ଅଧିକ ଖବର ଦେଖନ୍ତୁ...