ଅନୁସନ୍ଧାନ କରୁଥିବା ବର୍ଗ

Leading

ଜରୁରୀ ପରିସ୍ଥିତି ପ୍ରତ୍ୟାହାର କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି; ଆର୍ଥିକ ଅବସ୍ଥା ଉତ୍କଟ ହେଉଥିବା ବେଳେ ସରକାର…

କଲମ୍ବୋ: ବଢ଼ି ଚାଲିଥିବା ରାଜନୈତିକ ସଙ୍କଟ ଯୋଗୁଁ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବାରେ ଶ୍ରୀଲଙ୍କା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି। ଘୋଷଣା କରିବାର ଦିନ…
ଅଧିକ ଖବର ଦେଖନ୍ତୁ...

ପୁଣି ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ, ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଯନ୍ତ୍ରୀ | ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି | ୫ ଜଣ ଡ଼ିଏସପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ରେଡ ଜାରି…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ୍‌ର ବୁଚାରେ ସାଧାରଣ ନାଗରିକ ହତ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ, ସ୍ବାଧୀନ ତଦନ୍ତ ଆବଶ୍ୟକ: ଭାରତ

ଜାତିସଂଘ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ର ବୁଚାରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବା ଘଟଣାକୁ ମଙ୍ଗଳବାର ଦିନ ଭାରତ ତୀବ୍ର ନିନ୍ଦା କରିବା ସହ ଏଭଳି ବର୍ବୋରଚିତ ଅପରାଧକୁ ପ୍ରୋତ୍ସାହିତ କରିଥିବା କାଣ୍ଡ ଘଟାଇଥିବା ବ୍ୟକ୍ତିମାନଙ୍କୁ ଶାସ୍ତି ଦେବା ପାଇଁ ସ୍ବାଧୀନ ତଦନ୍ତ ଆବଶ୍ୟକ ବୋଲି…
ଅଧିକ ଖବର ଦେଖନ୍ତୁ...

୮୦ ପଇସା ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ୧୬ ଦିନରେ ଇନ୍ଧନ ଦର ୧୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର୍‌ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର୍‌ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୪୧ ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପ୍ରଥମ: କାଉଣ୍ଟର୍‌ରୁ ଏଟିଏମ୍‌ ମେସିନ୍‌ ଟେକିନେଇ ୨୧ ଲକ୍ଷ ଲୁଟିଲେ

ଭୁବନେଶ୍ବର/ଧଉଳି: ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନି ଅଞ୍ଚଳରୁ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଏହି ଅଞ୍ଚଳରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ୨୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ବୃତ୍ତମା‌ନେ ମାତ୍ର ୨୨…
ଅଧିକ ଖବର ଦେଖନ୍ତୁ...

ଆଉ ୫ ଦିନ ପ୍ରବଳ ତାତି : ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପରେ ସିଝୁଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ରାଜ୍ୟର ସର୍ବାଧିକ ତାପମାତ୍ରା ବଲାଙ୍ଗୀରଠାରେ ୪୧.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଝଟ୍‌କା: କେନ୍ଦ୍ରୀୟ ଆଇନକୁ ବିରୋଧ କରୁଥିବା ଦର୍ଶାଇ ଆପତ୍ତି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ କେନ୍ଦ୍ର-ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ସଂସଦରେ ଏ ନେଇ ବିଜେଡି-ବିଜେପି ମଧ୍ୟରେ ବିତର୍କ ଦେଖିବାକୁ ମିଳିଥିଲା। ଗତ ଫେବ୍ରୁଆରିରୁ ଏଏସ୍‌ଆଇ ଏଠାରେ ନିର୍ମାଣ ଉପରେ ରୋକ୍ ଲାଗି ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

କାମଚଳାରେ ଚାଲିଛି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ: ଆଇଆଇଟି, ଏମ୍‌ସ ଭୁବନେଶ୍ବରରେ ନାହାନ୍ତି ସ୍ଥାୟୀ ନିର୍ଦେଶକ

କେଶବ ପାଣି ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ନୂଆ ଶିକ୍ଷା ନୀତି ଅଣାଯାଇଛି। ଜାତୀୟ ଶିକ୍ଷା ବ୍ୟବସ୍ଥାରେ ଆମୂଳ ଚୂଳ ପରିବର୍ତନ କରିବାକୁ ରୂପରେଖ ମଧ୍ୟ ପ୍ରସ୍ତୁତ ହେଉଛି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ପାଣି ପିଉଥିଲେ, ମାଡ଼ିଗଲା ଭ୍ୟାନ୍: ପରିବାରର ୪ ମୃତ

ବେଲଗୁଣ୍ଠା: ଶୋଷ ଲାଗିଲା। ମୋପେଡ଼୍‌ ରଖି ରାସ୍ତାକଡ଼ ନଳକୂଅରୁ ପାଣି ପିଉଥିଲେ। ଦାନବ ଭଳି ଅତର୍କିତ ମାଡ଼ିଆସିଲା ବୋଲେରୋ ପିକ୍‌ଅପ୍ ଭ୍ୟାନ୍। କିଛି ଭାବିବା ଆଗରୁ ନିମିଷକରେ ବାପା ସମେତ ଦୁଇ ଝିଅ ଓ କୋମଳମତି ନାତିର ଜୀବନ ଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ବାଙ୍ଗାଲୋର ୪ ଓ୍ବିକେଟରେ ବିଜୟୀ

ମୁମ୍ବାଇ : ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୧୩ତମ ମ୍ୟାଚରେ ବାଙ୍ଗାଲୋର ରାଜସ୍ଥାନକୁ ୪ ଓ୍ବିକେଟରେ ପରାସ୍ତ କରିଛି । ରାଜସ୍ଥାନ ଦ୍ବାରା ରଖାଯାଇଥିଲା ୧୭୦ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୧ ଓଭରରେ ୧୭୩ ରନ କରି ହାସଲ କରିନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦୁଇ…
ଅଧିକ ଖବର ଦେଖନ୍ତୁ...