ଅନୁସନ୍ଧାନ କରୁଥିବା ବର୍ଗ

Leading

ପତ୍ନୀଙ୍କୁ ପରପୁରୁଷ ସହ ଅସଂଯତ ଅବସ୍ଥାରେ ଦେଖି ହତ୍ୟାକାରୀ ସାଜିଲେ ସ୍ବାମୀ

ଫିରୋଜାବାଦ୍‌: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ପତ୍ନୀ ପରପୁରୁଷ ସହ ସଂପର୍କ ରଖିବା ବେଳେ ସ୍ବାମୀ ଆଖିରେ ପଡ଼ିଯିବାରୁ ଘଟିଛି ହତ୍ୟାକାଣ୍ଡ। ପତ୍ନୀଙ୍କ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ଏବେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ ବିଫଳତା ପରେ ପାକିସ୍ତାନ କ୍ରିକେଟରେ ଝଡ଼, ଚୟନ କମିଟିକୁ ଭାଙ୍ଗିଲା ପିସିବି

କରାଚୀ : ପାକିସ୍ତାନ କ୍ରିକେଟ୍ ରେ ଅସ୍ଥିରତା କମିବାର ନାଁ ନେଉନାହିଁ। ଭାରତରେ ଚାଲିଥିବା ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସଂପୂର୍ଣ୍ଣ ଚୟନ କମିଟିକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବହିଷ୍କାର କରିଛି। ଏପରିକି ଅଧିନାୟକ ବାବର ଆଜମଙ୍କୁ ହଟାଇବାର ଚର୍ଚ୍ଚା ଜୋର ଧରିଛି । ବିଶ୍ୱକପ୍…
ଅଧିକ ଖବର ଦେଖନ୍ତୁ...

ପିୟୁଷ ଗୋଏଲଙ୍କୁ କାହିଁକି କ୍ଷମା ମାଗିଲେ ଏଲନ ମସ୍କ୍?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ଏଲନ୍ ମସ୍କ ସବୁବେଳେ ନିଜର ବୟାନ ଓ ଆଚରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଅନେକ ସମୟରେ ମସ୍କ ନିଜ ଭୁଲ ଯୋଗୁଁ ବଡ଼ ଧରଣର କ୍ଷତି ସହିଛନ୍ତି। ଏହି କ୍ରମରେ ଏଲନ୍ ମସ୍କ ଭାରତର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କ୍ଷମା ମାଗିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋଦୀ ବିରୋଧୀ ମନ୍ତବ୍ୟ ନେଇ ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ନିର୍ବାଚନ…

ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି) ଆଜି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଦୁହିଁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ସଂକ୍ରାନ୍ତୀୟ ନୋଟିସ୍ ଜାରି…
ଅଧିକ ଖବର ଦେଖନ୍ତୁ...

ବ୍ୟଭିଚାରକୁ ପୁଣି ଦଣ୍ଡନୀୟ ଅପରାଧ କରାଯାଉ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖଣ୍ଡନ କଲା ସଂସଦୀୟ କମିଟିର ସୁପାରିସ

ନୂଆଦିଲ୍ଲୀ: ବ୍ୟଭିଚାରକୁ ଅପରାଧ ବିବେଚନା କରାଯିବା ଉଚିତ୍‌; କାରଣ ‘ବିବାହ ଏକ ପବିତ୍ର ଅନୁଷ୍ଠାନ’ ଏବଂ ଏହାକୁ ‘ସୁରକ୍ଷିତ’ କରାଯିବା ଆବଶ୍ୟକ ବୋଲି ମଙ୍ଗଳବାର ସଂସଦୀୟ କମିଟି ସରକାରଙ୍କୁ ସୁପାରିସ କରିଛି। ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ବିଲ୍‌ରେ ସଂଶୋଧିତ…
ଅଧିକ ଖବର ଦେଖନ୍ତୁ...

ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା, ରଫା ସୀମା ଦେଇ ଇଜିପ୍ଟରେ ପହଞ୍ଚିଲେ

ଜେରୁଜେଲମ୍: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଗାଜା ଉପତ୍ୟକାରେ ଫସି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତୁରନ୍ତ ଉଦ୍ଧାର କରିବାକୁ କଶ୍ମୀରୀ ମହିଳା ଅନୁରୋଧ କରିଥିଲେ। ମହିଳାଙ୍କ ସ୍ୱାମୀଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟରେ ପଡ଼ି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଇଁ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନକୁ ନିଜର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ଗତ ବର୍ଷ ଦୁଇଟି ଘରୋଇ ଆମେରିକୀୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ପାରିତ: ଋଷିକୂଲ୍ୟାରେ ବ୍ୟାରେଜ ସାଙ୍ଗକୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ…
ଅଧିକ ଖବର ଦେଖନ୍ତୁ...

ରାବିଡ଼ିଙ୍କୁ ନୁହେଁ,କ’ଣ ତମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି? ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ…

ପାଟନା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଯଦି ରାବଡି…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ସେନାର ଦାବି: ବୁଲେଟ୍‌ ପ୍ରୁଫ୍‌ କବାଟ ଥିବା ହମାସ୍ ଗୁପ୍ତ ସୁଡ଼ଙ୍ଗ ଗାଜା ହସ୍ପିଟାଲରେ ପହଞ୍ଚିଛି

ନୂଆଦିଲ୍ଲୀ: ଇସ୍ରାଏଲର ସୁରକ୍ଷା ବାହିନୀ ହମାସ ଦ୍ୱାରା ପରିଚାଳିତ ସୁଡ଼ଙ୍ଗ ଠାବ କରିଥିବା ଦାବି କରୁଥିବା ବେଳେ ଗାଜାରେ ଥିବା ଏକ ଡାକ୍ତରଖାନା ମଧ୍ୟ ଦେଇ ଏହି ସୁଡ଼ଙ୍ଗକୁ ବାଟ ଫିଟିଥିବା ଜଣାପଡ଼ିଛି। ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...