ଅନୁସନ୍ଧାନ କରୁଥିବା ବର୍ଗ

Leading

୨ୟ ଟି-୨୦ : ଆୟର୍ଲାଣ୍ଡକୁ ୩୩ ରନରେ ହରାଇଲା ଭାରତ

ଡବଲିନ : ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡକୁ ୩୩ ରନରେ ହରାଇଦେଇଛି ଭାରତ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦  ଓଭରରେ ୮ ୱିକେଟ ହରାଇ ୧୫୨  ରନ୍‌ କରିପାରିଥିଲା । ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି…
ଅଧିକ ଖବର ଦେଖନ୍ତୁ...

ୟୁପିଆଇର ପ୍ରସଂଶକ ପାଲଟିଲେ ଜର୍ମାନ ମନ୍ତ୍ରୀ, କହିଲେ… ଏହା ଭାରତର ସଫଳତାର କାହାଣୀ

ନୂଆଦିଲ୍ଲୀ: ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର  ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟଇଣ୍ଟରଫେସ୍ (ୟୁପିଆଇ)ର ଜଣେ ପ୍ରସଂଶକ ପାଲଟିଯାଇଛନ୍ତି । ସେ ନିଜେ ରବିବାରଦିନ ପନିପରିବା କିଣିବାକୁ ଆସିଥିଲେ। ସେ ଏକ ଛୋଟ ପରିବା ଦୋକାନରୁ ପନିପରିବା…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼ ଘଟଣା ପରେ ଏମିତି ପରାମର୍ଶ ଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଶନିବାର ଦିନ ପୁରୀ ଜିଲ୍ଲା ସତ୍ୟବାଦୀରେ କଣାସ ଅଞ୍ଚଳର ଜଣେ ଯୁବକ କାଳିମାଡ଼ କରିଛନ୍ତି। ଏହି ଘଟଣା ପରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସିନିୟର ଅଫିସର…
ଅଧିକ ଖବର ଦେଖନ୍ତୁ...

୨ୟ ଟି-୨୦ : ଋତୁରାଜଙ୍କ ଅର୍ଦ୍ଧଶତକ, ଆୟର୍ଲାଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଡବଲିନ : ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୫…
ଅଧିକ ଖବର ଦେଖନ୍ତୁ...

ସୋମବାର ଠାରୁ ଖୁଚୁରାରେ କିଲୋ ପ୍ରତି ୨୫ଟଙ୍କା ମୂଲ୍ୟରେ ପିଆଜ ବିକିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍) ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା, ୭ ତୀର୍ଥଯାତ୍ରୀ ମୃତ, ୨୭ ଆହତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଗଙ୍ଗୋତ୍ରି ଧାମରୁ ଫେରୁଥିବା ବେଳେ ଖାଲକୁ ଖସିଲା ବସ୍, ଗଲା ୭ଜଣଙ୍କ ଜୀବନ

ଉତ୍ତରକାଶୀ: ଗଙ୍ଗୋତ୍ରି ଧାମରୁ ଫେରୁଥିବା ବେଳେ ଖାଲକୁ ଖସିଲା ବସ୍। ଗଲା ୭ଜଣଙ୍କ ଜୀବନ। ରବିବାର ଉତ୍ତରାଖଣ୍ଡରେ ଘଟିଛି ଏଭଳି ଘଟଣା। ମିଳିଥିବା ସୂଚନା ମୁତାବକ ଉତ୍ତରକାଶୀ ଜିଲ୍ଲାର ଗଙ୍ଗୋତ୍ରି ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟିବା ସମୟରେ ବସ୍ ଭିତରେ ୩୩ଜଣ ଯାତ୍ରୀ ଥିବା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ରାଜନୀତିରେ ପୁଣି କମ୍ପନ, ସେନା ବିରୋଧରେ ବାହାରିଲେ ରାଷ୍ଟ୍ରପତି ଆରିଫ୍ ଅଲଭି

ଇସ୍ଲାମାବାଦ: ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ରବିବାର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି ଯେ ସେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଏବଂ ପାକିସ୍ତାନ ଆର୍ମି ଆକ୍ଟରେ ସଂଶୋଧନ କରୁଥିବା ଦୁଇଟି ବିଲ୍ ରେ ସ୍ୱାକ୍ଷର କରିନାହାଁନ୍ତି କାରଣ ଏହି ଆଇନ ସହିତ ତାଙ୍କର ଗଭୀର ମତଭେଦ ଥିଲା ।…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଖାଇ ଭିତରକୁ ଖସିପଡିଲା ବସ, ୭ ଜଣଙ୍କର ମୃତ୍ୟୁ

ଡେରାଡୁନ: ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି | ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଘାଟି ତଳକୁ ବସ ଖସିପଡିଛି | ମିଳିଥିବା ସୂଚନା ମୁତାବକ ଏହି ବସ୍‌ରେ ୩୩ଜଣ ତୀର୍ଥଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହେଲା ଡିଆରଡିଓର ତାପସ୍ ଡ୍ରୋନ୍

ବେଙ୍ଗାଲୁରୁ : ଡିଆରଡିଓ ଦ୍ୱାରା ଡିଜାଇନ୍ କରାଯାଇଥିବା ଡ୍ରୋନ୍ ତାପସ ରବିବାର କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାର ଏକ ଗାଁରେ  ପରୀକ୍ଷଣ ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅବଗତ କରିଛି। ତେବେ ଏହାର କାରଣ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...