ଅଣ୍ଡା ଖାଇଲେ ଏସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ!

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆସନ୍ତୁ ଜାଣିବା ଏହା କିପରି କ୍ଷତି କରିଥାଏ
-ଏଥିରେ ପ୍ରଚୁୁର ମାତ୍ରାରେ ପ୍ରୋଟିନ୍‌ ଥିବା ହେତୁ ଅଧିକ ମାତ୍ରାରେ ଅଣ୍ଡା ଖାଇଲେ କିଡିନି ଜନିତ ସମସ୍ୟା ଦେଖା ଦେଇଥାଏ ।
-ଅଣ୍ଡାରେ ସଲଫର୍‌ର ମାତ୍ରା ଅଧିକ ଥିବା ହେତୁ ଏହା ଆଲର୍ଜି ସୃଷ୍ଟି କରିଥାଏ ।
– ଅଳ୍ପ ସିଝା ଅଣ୍ଡା ଓ ଅଣ୍ଡା ଖୋଳପାରେ ବ୍ୟାକ୍ଟେରିଆ ଥାଏ । ଏଣୁ ଏହା ଫୁଡ୍‌ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

 

ସମ୍ବନ୍ଧିତ ଖବର