ବିଲ୍‌କୁଲ୍‌ କରନ୍ତୁ ନାହିଁ ଏହି ୫ଟି ଭୁଲ୍‌, ଚାଲି ଯାଇପାରେ ଜୀବନ!

କୌଣସି ବ୍ୟାକ୍ଟେରିଆ ଆକ୍ରାନ୍ତ କିମ୍ବା ଭାଇରସ୍‌ ସଂକ୍ରମିତ ହୋଇଥିବା ସାଥୀଙ୍କ ସହ ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ସଂକ୍ରମଣ ହୋଇପାରେ।

ଶାରୀରିକ ସମ୍ପର୍କ ସ୍ଥାପନକୁ ନେଇ ସାବଧାନ ରୁହନ୍ତୁ ନଚେତ୍‌ ସମସ୍ୟାରେ ପଡ଼ିବେ!

ଡାକ୍ତରଙ୍କ କହିବା ଅନୁସାରେ ଯଦି ସମୟ ଥିବା ଭିତରେ ସେକ୍ସୁଆଲି ଟ୍ରାନ୍ସ୍‌ମିଟେଡ୍‌ ଡିଜିଜ୍‌ (ଯୌନ ରୋଗ)ର ପ୍ରତିକାର କରା ନଯାଏ ତେବେ ଏହା ଶରୀରର ଅନ୍ୟ ଅଙ୍ଗକୁ ସଂକ୍ରମିତ ହୋଇ ହୃଦୟ, କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଲିଭର୍‌ ଭଳି ଅନ୍ୟ ଅଙ୍ଗ ଗୁଡ଼ିକୁ ପ୍ରଭାବିତ କରିପାରେ ଓ ଏହି କାରଣରୁ ଜୀବନ ମଧ୍ୟ ଯାଇପାରେ।

 

ଯେଉଁମାନେ ଜଣେରୁ ଅଧିକଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି।

 

ଯେଉଁମାନେ ଏମିତି ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ଯାହାର ବହୁ ଲୋକଙ୍କ ସହ ସମ୍ବନ୍ଧ ରହିଥାଏ।

 

ଯେଉଁମାନେ ଶାରିରୀକ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର କରନ୍ତି ନାହିଁ।

 

ଯେଉଁମାନେ ଅନେକ ଲୋକ ବ୍ୟବହାର କରିଥିବା ଇଞ୍ଜେକ୍‌ସନ୍‌ରୁ ଡ୍ରଗ୍‌ସ ନିଅନ୍ତି।

 

ଯେଉଁମାନେ ଅପ୍ରାକୃତିକ ଭାବରେ ଶାରୀରିକ ସମ୍ପର୍କ ରଖନ୍ତି।

Courtesy: DainkinBhaskar
ସମ୍ବନ୍ଧିତ ଖବର