ଭାରତରେ ଚାଇନିଜ୍ ଖାଦ୍ୟର ଚାହିଦା କାହିଁକି ଅଧିକ

ଭାରତରେ ଚାଇନିଜ୍‌ ଖାଦ୍ୟର ଚାହିଦା ଅଧିକ। ଏହାର ମୁଖ୍ୟକାରଣ ହେଲା ଯେ ଏହି ଖାଦ୍ୟ ଭାରତୀୟ ବ୍ୟଞ୍ଜନ ସହ ମେଳ ଖାଉଛି । ଏହା ଜାଣିବା ପରେ ଭାରତୀୟମାନେ ମସଲାଯୁକ୍ତ, ତୈଳୀୟ ସାମଗ୍ରୀକୁ ନିଜର ବ୍ୟଂଜନରେ ତଡକା ଲଗାଇ ନୂଆ ନୂଆ ଚାଇନିଜ୍‌ ଖାଦ୍ୟ ପ୍ରସ୍ତୁତ କରିଲେ।

ପନୀର ଚୀନି ମସାଲକୁ ସିଚୁଆନ୍‌ ପନୀର ,ଚିକନ କରିକୁ ଚିଲ୍ଲି ଚିକେନ୍‌ , ଆଳୁ ଭେଣ୍ଡିକୁ ଏକ ମେଥି ଏବଂ ମସଲାଯୁକ୍ତ ଟମାଟରକୁ ସୁଖି ଚଟଣୀ ରୂପେ ନାମକରଣ  କରାାଗଲା ।ଏମିତି କିଛି ଖାଦ୍ୟ ରହିଛି ଯାହାକି ଭାରତୀୟ ଚାଇନିଜ୍‌ ଭୋଜନକୁ ଅସଲି ଚାଇନିଜ୍‌ ଭୋଜନଠାରୁ ଅଲଗା କରିଛି ,ଯେତେବେଳେ କି ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ ସମାନ ରହିଥିଲା ବେଳେ ଏହାର ଷ୍ଫଫିଙ୍ଗ ହେବାର ପ୍ରଣାଳୀ ଅଲଗା ହୋଇଥାଏ।

photo-amarujala

ତେବେ ସ୍ଥାନୀୟ ରୂପେ ଉପଲବ୍ଧ ହେଉଥିବା ପନିପରିବା ଏବଂ ମାଂସର ଉପଯୋଗ ଅପେକ୍ଷା ଏହା ଗରମ ମସଲା,ଗ୍ରେଭି କୋ ଗାଢ଼ା ଏବଂ କୋଟିଂଗ୍‌କୁ ମକା ଅଟା ରୂପେ ନାମକରଣ କଲା। ଫଳରେ‘ଚାଇନିଜ୍‌’ ଖାଦ୍ୟର ଚାହିଦା ବଢ଼ାଇବାକୁ ଯାଇ ଭାରତରେ ମନୋସୋଡିୟଅମ୍‌ ଗ୍ଲୁଟାମେଟର ଉପଯୋଗ କରାଯାଉଛି। ଏହା ଚାଇନିଜ୍‌ ଖାଦ୍ୟର ବିଶେଷ ସ୍ୱାଦ ବଢାଇଛି। ତେଣୁ ଭାରତୀୟମାନେ ଲଙ୍କା,ରସୁଣ ,ଅଦା ଏବଂ ସୋୟା ସସ୍‌ର ଉପଯୋଗ ଅଧିକମାତ୍ରାରେ କରୁଛନ୍ତି।

ସମ୍ବନ୍ଧିତ ଖବର