ମସ୍ତିଷ୍କ ସକ୍ରିୟ କରିବା ପାଇଁ ଦିନକୁ କେବଳ ୧୦ ମିନିଟ୍‌ କରନ୍ତୁ ଏହି କାର୍ଯ୍ୟ

ଆପଣଙ୍କ ମସ୍ତିଷ୍କ ବେଗବାନ୍‌ ହୋଇ ଉଠିବ!

ଖରାପ ଜୀବନଶୈଳୀ, ଖରାପ ଖାଦ୍ୟର ଅଭ୍ୟାସ ବା ଷ୍ଟ୍ରେସ୍‌ କାରଣରୁ ମସ୍ତିଷ୍କର ଶକ୍ତି ଧିରେ ଧିରେ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଆପଣ ସକାଳେ ବା ସନ୍ଧ୍ୟାରେ ୧୦ ମିନିଟ୍‌ ଧ୍ୟାନ କରନ୍ତି ତା’ହେଲେ ଏହି ସମସ୍ୟାକୁ ନିୟନ୍ତ୍ରିତ କରିପାରିବେ। ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କ ଉପରେ ବହୁ ଭଲ ପ୍ରଭାବ ପଡ଼ିଥାଏ, ଏହା ଦ୍ୱାରା ମସ୍ତିଷ୍କର କ୍ଷମତାକୁ ବଢ଼ା ଯାଇଥାଏ। ଏହା ସହ ଶରୀରକୁ ମଧ୍ୟ ବହୁ ପ୍ରକାର ଫାଇଦା ମିଳିଥାଏ।

ସମ୍ବନ୍ଧିତ ଖବର