ଡେଙ୍ଗା ହେବାକୁ ଚାହାନ୍ତି କି? ଏହି ସରଳ ଉପାୟରେ ୩୫ ବର୍ଷ ମଧ୍ୟରେ ବଢ଼ାଇ ପାରିବେ ନିଜ ଉଚ୍ଚତା

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଉଚ୍ଚତାକୁ ନେଇ ଖୁବ୍‌ ଉତ୍ସୁକତା ରହିଛି। ଅନେକ ଲୋକ ଏମିତି ବିଶ୍ୱାସ କରନ୍ତି ଯେ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଭଲ ହୋଇଥାଏ। ସେମାନେ ବାହାରକୁ ଭଲ ଦିଶନ୍ତି, କୌଣସ ବି ସ୍ଥାନରେ ଫିଟ୍‌ ହୁଏନ୍ତିି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଚ୍ଚତା ସୌନ୍ଦର୍ଯ୍ୟର ଏକ ମୁଖ୍ୟ ମାପକାଠି ହୋଇଥାଏ। ତେବେ, ଚାଲନ୍ତୁ ଆଜି ଆଲୋଚନା କରିବା କ’ଣ କିରିବା ଦ୍ୱାରା ଆମେ ସହଜରେ ଡେଙ୍ଗା ହୋଇପାରିବା। ମାତ୍ର ମନେ ରଖନ୍ତୁ, ଡେଙ୍ଗା ହେବା ପାଇଁ ଗୋଟାଏ ବୟସସୀମା ରହିଛି। ୩୫ ବର୍ଷ ପରେ ଆଉ ଉଚ୍ଚତା ବଢ଼ାଇବା ସମ୍ଭବ ନୁହେଁ।

ଉଚ୍ଚତା ବଢ଼ାଇବା ପାଇଁ ବୟସ, ଲିଙ୍ଗ ଓ ପରିବେଶ ସବୁଠାରୁ ବେଶି ଗୁରୁତ୍ୱ ରଖିଥାନ୍ତି। ଆପଣ ଏକଥା ତ ଜାଣିଥବେ ଯେ ଡେଙ୍ଗା ହେବା ନ ହେବା ପିଟ୍ୟୁଟାରି ଗ୍ଲାଡ୍‌ ହର୍‌ମୋନ ସନ୍ତୁଳନ ଉପରେ ନିର୍ଭର କରେ। ତେଣେୁ ଆପଣଙ୍କୁ ଏହି ଗ୍ଲାଡକୁ ନେଇ କାର୍ଯ୍ୟ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ଧ୍ୟାନ ଉପରେ ଗୁରୁତ୍ୱ ଦେବାକୁ ହେବ। ଏହା ମସ୍ତିଷ୍କର ମଝିରେ ଅବସ୍ଥିତ।

ଆପଣ ଆଖି ବନ୍ଦ କରି ମସ୍ତିଷ୍କରେ ଥିବା ସେହି ଗ୍ଲାଡଟିକୁ ଦେଖିବାକୁ ଚେଷ୍ଟା କରିବେ। ଆପଣଙ୍କୁ ଏହିପରି ଭାବେ ଦୈନିକ ୧୦ରୁ ୧୫ ମିନିଟ୍‌ କରିବାକୁ ହେବ। ଦୈନିକ ଏପରି କରିବାର କିଛି ମାସ ମଧ୍ୟରେ ଆପଣ ପ୍ରଭାବ ନିଜେ ଜାଣିପାରିବେ।

ସମ୍ବନ୍ଧିତ ଖବର