ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ସୁଖମୟ ହେବ। ବନ୍ଧୁବାନ୍ଧବଙ୍କ ସହ ସନ୍ଧ୍ୟା ସମୟ ହସଖୁସି‌େର କଟିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ବୃଷ: ମନରୁ ଆତ୍ମବିଶ୍ବାସ କମିବ ନାହିଁ। ନିଜ ବୃତ୍ତିରେ ଅଧିକ ସଫଳ ହେବେ। ଖାଦ୍ୟ ଓ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ମିଥୁନ: କାର୍ଯ୍ୟ ହାସଲରେ ସିଦ୍ଧିଲାଭ କରିବେ। ବିଦେଶ ଭ୍ରମଣର ଯୋଜନାରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୫।

କର୍କଟ: ସକାରାତ୍ମକ ଚିନ୍ତା କରନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ମିଳିବ। ଯାନବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ସି˚ହ: ସାରା ଦିନ ଉତ୍ସାହିତ ରହିବେ। ଅନ୍ୟମାନଙ୍କ ଧୢାନ ଆକର୍ଷଣ କରିପାରନ୍ତି। ପାରିବାରିକ ଜୀବନରେ ସୁଖଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ପୂଜାପାଠରେ ଅଧିକ ସମୟ ବିତିବ। ସ୍ତ୍ରୀ ଓ ମାଆଙ୍କ ସହଯୋଗ ମିଳିବ। ଜୀବିକାରେ ଉନ୍ନତିର ସମ୍ଭାବନା। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ମଳିବ। ଦିନଟି ଭଲରେ କଟିବ। ଭୌତିକ ସୁଖ-ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

ବିଛା: ଦିନଟି ଶୁଭପ୍ରଦ। ଆଗକୁ ଅଗ୍ରସର ହୁଅନ୍ତୁ, ପରିସ୍ଥିତି ଆପଣଙ୍କ ସପକ୍ଷରେ ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ଧନୁ: ସଫଳତା ମିଳିବାର ଦିନଟିଏ। ବ୍ୟର୍ଥ ଚିନ୍ତାରୁ ମୁକ୍ତ ରହିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ମକର: ବ୍ୟବସାୟରେ ନେଣଦେଣ ବଢ଼ିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବାର ସମ୍ଭାବନା। ମନୋର˚ଜନ ଲାଗି ସୁଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨ା

କୁମ୍ଭ: ନିଜକୁ ଉତ୍ସାହିତ ଅନୁଭବ କରିବେ। ପରିଶ୍ରମର ଫଳ ମିଳିବ। ଜୀବନ ସାଥୀଙ୍କଠାରୁ ପ୍ରେମ ପାଇବେ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୪।

ମୀନ: ସାରା ଦିନ ଖୁସିରେ କଟିବ। ଖୁବ୍ ଶୀଘ୍ର ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ବ୍ୟବସାୟରୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର