ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ମାତା ପିତାଙ୍କ ସହଯୋଗ ପାଇବେ। ନୂଆ ଉତ୍ସରୁ ଆପଣଙ୍କୁ ଧନପ୍ରାପ୍ତି ହେବ। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସଫଳତା ମିଳିବ।

ବୃଷ: ଆପଣଙ୍କର ମନ ଆଧୢାତ୍ମିକ ବିଷୟରେ ଲାଗି ରହିବ। ପରିଶ୍ରମ ଜାରି ରଖନ୍ତୁ। ଅନ୍ୟମାନଙ୍କ ସହିତ ଜରୁରୀ କଥା ଆଲୋଚନା କରନ୍ତୁ ନାହିଁ।

ମିଥୁନ: ଯୋଜନା ଅନୁଯାୟୀ କାର୍ଯ୍ୟ ପୂରଣ ହେବ। ପ୍ରିୟ ବନ୍ଧୁଙ୍କ ସହିତ ମଧୢାହ୍ନ ଭୋଜନ କରିବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

କର୍କଟ: ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ କରିବେ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ବିଜ୍ଞାନ ଛାତ୍ର ଆଜି ନୂଆ ଅଭିଜ୍ଞତା ଲାଭ କରିବେ।

ସି˚ହ: ଧର୍ମକର୍ମ କରନ୍ତୁ, ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ କଥାରେ ସହମତ ହେବେ। ବ୍ୟବସାୟୀଙ୍କୁ ପୂର୍ବ ବିନିଯୋଗରୁ ଲାଭ ମିଳିବ। ସନ୍ତାନଙ୍କର ଉନ୍ନତି ହେବ।

କନ୍ୟା: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ। ଚାକିରିଜୀବୀଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ବ୍ୟବସାୟୀଙ୍କୁ ଧନଲାଭ ହେବ।

ତୁଳା: ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ବ୍ୟବସାୟରେ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ଜରୁରୀ ବିଷୟ ନେଇ ବିତର୍କ ହେବ।

ବିଛା: ପୁରୁଣା ସମସ୍ୟାର ସମାଧାନ ହେବ। ଆର୍ଥିକ ଲାଭ ମିଳିପାରେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ବେକାରଙ୍କୁ ନିଯୁକ୍ତି ମିଳିବ।

ଧନୁ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ଜୀବନସାଥୀ ଆପଣଙ୍କର ପ୍ରଶ˚ସା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମକର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଘରକୁ ଅତିଥି ଆସିପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

କୁମ୍ଭ: ଧର୍ମକର୍ମରେ ରୁଚି ରହିବ। ମାତା ପିତାଙ୍କ ପରାମର୍ଶ ନେଲେ ଲକ୍ଷ୍ୟ ହାସଲ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।

ମୀନ: ଧନ ସ˚ପଦ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ହେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସ କାମରେ ଯାତ୍ରା କରିପାରନ୍ତି।

ସମ୍ବନ୍ଧିତ ଖବର