ସର୍ଦ୍ଦିରେ ହୃଦ୍‌ଘାତ ଆଶଙ୍କା ବଢ଼େ, ସାବଧାନ ନ ହେଲେ ପ୍ରାଣ ଯାଇପାରେ!

୬ଟି ଉପାୟରୁ ସର୍ଦ୍ଦିରୁ ଦୂରେଇ ରହନ୍ତୁ

ସର୍ଦ୍ଦିରେ ଶରୀରରେ ବହୁ ପ୍ରକାରର ପରିବର୍ତ୍ତନ ଆସିଥାଏ, ଏମିତିରେ ସ୍ୱାସ୍ଥ୍ୟରେ ବହୁ ସମସ୍ୟା ଦେଖାଦିଏ। ଏହାର ସବୁଠୁ ଅଧିକ ନକରାତ୍ମକ ପ୍ରଭାବ ଆମର ହୃତପିଣ୍ଡ ଉପରେ ପଡ଼ିଥାଏ। ଥଣ୍ଡା ଯୋଗୁଁ ହୃତପିଣ୍ଡର କୋଷ ସଙ୍କୁଚିତ ହୋଇଯାଏ, ଯେଉଁଥିପାଇଁ ଠିକ୍‌ ଭାବେ ହୃଦୟକୁ ରକ୍ତ ଓ ଅମ୍ଳଜାନ୍‌ ଯାଇପାରେ ନାହିଁ। ଏହା ଯୋଗୁଁ ରକ୍ତଚାପ ବଢ଼ିଯାଏ, ଯାହା ହୃଦ୍‌ଘାତର ସମସ୍ୟା ସୃଷ୍ଟି କରିପାରେ। ଡାକ୍ତରଙ୍କ କହିବା ଅନୁଯାୟୀ, ଗରମ ଦିନ ଅପେକ୍ଷା ଥଣ୍ଡାଦିନେ ହୃଦ୍‌ଘାତ ହେବାର ଆଶଙ୍କା ୫୩ ପ୍ରତିଶତ ଅଧିକ ଥାଏ। କିନ୍ତୁ ଯତ୍ନ ନେଲେ ଆମେ ହୃଦ୍‌ଘାତ ସମସ୍ୟାରୁ ଦୂରେଇ ରହିପାରିବା। ଜାଣନ୍ତୁ କେମିତି ନେବେ ସର୍ଦ୍ଦିରେ ଶରୀରର ଯତ୍ନ।

ସମ୍ବନ୍ଧିତ ଖବର