ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ , ଜାଣନ୍ତୁ କେତେ ପରିମାଣରେ ଖାଇବା ଉଚିତ

0

ଯେଉଁମାନେ ମଧୁମେହରେ ପୀଡ଼ିତ ,ସେମାନେ ଫଳ ଖାଇଥାନ୍ତି। କିନ୍ତୁ ଜାଣନ୍ତି କି କେତେକ ଲୋ ସୁଗାର ଫଳ ଖାଇବା ସେମାନଙ୍କ ପାଇଁ ଖୁବ୍‌ ଲାଭଦାୟକ। ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଗୋଟିଏ କପ୍‌ ଜାମୁକୋଳିରେ ମାତ୍ର ୭ ଗ୍ରାମ୍‌ ସୁଗାର ରହିଛି। ତେବେ ସୀମିତ ମାତ୍ରାରେ ଏହାକୁ ସେବନ କରିବା ଉଚିତ।କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍‌ ସୁଗାର୍‌ ଓ ୭ କ୍ୟାଲୋରି ଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଲା ଅଙ୍ଗୁର। ଏକ ମଧ୍ୟମ ଆକାରର ଅଙ୍ଗୁରରେ ମାତ୍ର ୯ ଗ୍ରାମ୍‌ ସୁଗାର୍‌ ଥାଏ। ତେବେ ଏହାକୁ ସୀମିତ ମାତ୍ରାରେ ସେବନ କରିଲେ ଖୁବ୍‌ ଭଲ।

ସେଓ ହେଉଛି ଅନ୍ୟ ଏକ ଫଳ,ଯେଉଁଥିରେ ମାତ୍ର ୧୯ ଗ୍ରାମ୍‌ ସୁଗାର ମିଳିଥାଏ। ଏଣୁ ଏହାକୁ ଚୋବାଇ ଖାଇବା ଭଲ। ସେଓର ଜୁସ୍‌ ନ ପିଇବା ଭଲ। ତରଭୁଜ ମଧ୍ୟ ସେହି ଧରଣର ଏକ ଫଳ। ଏକାକୀ ତରଭୁଜରେ ମାତ୍ର ୧୦ ଗ୍ରାମ୍‌ ସୁଗାର୍‌ ଥାଏ। ଏହି ଫଳରେ ଆଇରନର ମାତ୍ରା ମଧ୍ୟ ଅଧିକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.