ଜାଣନ୍ତୁ କେଉଁ ୩ ଶ୍ରେଣୀର ଲୋକଙ୍କ ପାଇଁ ସେଓ ବିଷ ସମାନ !

ଫଳ ମଧ୍ୟରୁ ସେଓକୁ ଶରୀର ପାଇଁ ସବୁଠାରୁ ଲାଭଦାୟକ ବୋଲି ଧରାଯାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ,ଫାଇବର,ଭିଟାମିନ୍‌ ସି,ଭିଟାମିନ ବି ଇତ୍ୟାଦି ତତ୍ତ୍ୱ ଏହାକୁ ଅଧିକ ଖାସ୍‌ ବନାଇଥାଏ । ଶରୀରିକ ଦୁର୍ବଳତା ଦୂର କରିବା ଏବଂ ରୋଗପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଲ ଜୁସ୍‌ ଏବଂ ଆପଲ ସାଇଡ଼ର ଭିନେଗାର ଅଧିକ ଲାଭଦାୟକ ହୋଇଥାଏ । କିନ୍ତୁ ସବୁ ଲୋକଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇ ନ ଥାଏ । ଆସନ୍ତୁ ଜାଣିବା କେଉଁ ୩ ଜଣ ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ ।

୧.ମଧୁମେହ ରୋଗୀଙ୍କ ପାଇଁ ସେଓ ଖାଇବା ବିଷ ସମାନ ହୋଇଥାଏ । ମଧୁମେହ ରୋଗୀଙ୍କୁ ଖାଲି ପେଟରେ ଭୁଲରେ ବି ସେଓ ଖାଇବା ହାନିକାରକ ସାବ୍ୟସ୍ତ ହୋଇଥାଏ । ଏଥିରେ ଶର୍କରା ପରିମାଣ ଅଧିକ ଥିବାରୁ ଏହାକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାସ୍ତର ବଢ଼ିଥାଏ ।

nari.punjabkesari.in

୨. କିଛି ଲୋକ ଓଜନ କମ କରିବା ପାଇଁ ସେଓ ସେବନ କରିଥାନ୍ତି । କିନ୍ତୁ ଏଥିରେ କ୍ୟାଲୋରି ଏବଂ ଶର୍କରାର ମାତ୍ରା ଅଧିକ ଥିବାରୁ ଏହା ଶରୀରର ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଓଜନ କମ କରିବା ପାଇଁ ଚାହୁଁଥିଲେ ସେଓ ଖାଇବା ବନ୍ଦ କରନ୍ତୁ ।

୩. ଲୋକମାନଙ୍କର ହୃଦ୍‌ଜନିତ ସମସ୍ୟା ରହିଛି । ସେମାନଙ୍କୁ ଭୁଲରେ ମଧ୍ୟ ସେଓ ଖାଇବା ଉଚିତ୍‌ ନୁହେଁ । ଏଥିରେ ଫ୍ରୁକ୍ଟୋଜ୍‌ର ମାତ୍ରା ଅଧିକ ରହିଥାଏ, ଯାହା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର