ଆଜିକାଲି ପାଓ୍ଵାର ଯୋଗ ଖୁବ୍ ଚର୍ଚ୍ଚାରେ ଅଛି। ଯୋଗ ଏକ୍ସପର୍ଟ୍ଙ୍କ କହିବା ଅନୁସାରେ ପାଓ୍ଵାର୍ ଯୋଗ ଭାରତର ପ୍ରାଚୀନ ଅଷ୍ଟାଙ୍ଗ ଯୋଗର ଆଥ୍ଲେଟିକ୍ ଷ୍ଟାଇଲ୍ ଅଟେ। ବେରିଲ ବେଣ୍ଡର୍ ବର୍କ୍ ଓ ବ୍ରାଏନ୍ କେଷ୍ଟ୍ ୧୯୯୦ ମସିହାରେ ଆମେରିକାରେ ପାଓ୍ଵାର୍ ଯୋଗ ଆରମ୍ଭ କରିଥିଲେ। ଏହି ଯୋଗକୁ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ୪୫ ମିନିଟ୍ରେ କରିପାରିବେ। ଏହାକୁ ସକାଳ ବେଳା ସପ୍ତାହକୁ ୨ରୁ ୩ ଥର କରାଯାଇଥାଏ।
/sambad/media/post_attachments/wp-content/uploads/2018/06/Power-Yoga_Slide_3.jpg)
ପାଓ୍ଵାର୍ ଯୋଗ, ଯାହା କମ୍ ସମୟରେ ଅଧିକ ଉପକାରୀ ହୋଇଥାଏ।
/sambad/media/post_attachments/wp-content/uploads/2018/06/Power-Yoga_Slide_4.jpg)
ପାଓ୍ଵାର୍ ଯୋଗ ଅଷ୍ଟାଙ୍ଗ ଯୋଗ ଭଳି, ଯୋଗର ଆଥ୍ଲେଟିକ୍ ଷ୍ଟାଇଲ୍ ଅଟେ। ଏହି ଯୋଗର ଆରମ୍ଭ ୧୯୯୦ ମସିହାରେ ହୋଇଥିଲା।
/sambad/media/post_attachments/wp-content/uploads/2018/06/Power-Yoga_Slide_5.jpg)
ଏଥିରେ ନିଶ୍ୱାସର ଗତି ଓ ଚେତନାର ଶକ୍ତି ଉପରେ ଅଧିକ ଦୃଢ଼ତା ରହିଥାଏ। ଭିନ୍ନ ଭିନ୍ନ ପ୍ରଣାଳୀରେ ଏହି ଯୋଗାସନ କରା ଯାଇପାରେ।
/sambad/media/post_attachments/wp-content/uploads/2018/06/Power-Yoga_Slide_6.jpg)
ପାଓ୍ଵାର୍ ଯୋଗର ଉପକାରିତା: ମୋଟାପଣ କମ୍ କରେ। ଆଜ୍ମା, ଗଣ୍ଠିବାତ, ଅବସାଦ ଆଦିରୁ ମୁକ୍ତି ଦିଏ। ରକ୍ତ ସଞ୍ଚାଳନ ଠିକ୍ କରିଥାଏ। ଗୋଇଠି ଦରଜ ଭଲ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Power-Yoga_Slide_1.jpg)