ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ଲାଉ ତୁମ୍ବାରେ ଲାଇଟ୍‌ ଲ୍ୟାମ୍ପ୍‌

ଲାଉ ତୁମ୍ବାରେ ଲାଇଟ୍‌ ଲ୍ୟାମ୍ପ୍‌। ଅଡ଼ୁଆ ଲାଗୁଥିଲେ ହେଁ ଏକ ସ୍ବତନ୍ତ୍ର ଲାଉରେ ଲ୍ୟାମ୍ପ୍‌ ପ୍ରସ୍ତୁତ କରିଛନ୍ତି ସୂରଜ ବିଶ୍ବକର୍ମା। ନିକଟରେ ଏକ ମେଳାରେ ବିକ୍ରି ହେଉଥିବା ଏହି ଲ୍ୟାମ୍ପ୍‌ ‌କଳାପ୍ରେମୀଙ୍କ ଆକର୍ଷଣ ପାଲଟିଥିଲା। ବାସ୍ତବରେ ଲାଉ ତୁମ୍ବା ଉପରେ ଖୋଦିତ ଛିଦ୍ରାକୃତି ଏହି…
ଅଧିକ ଖବର ଦେଖନ୍ତୁ...

ସକାଳୁ ସକାଳୁ ଉଷୁମ ପାଣିରେ ହଳଦୀ ସହ ଏହି ସବୁ ଜିନିଷ ମିଶାଇ ପିଇବା ଆରମ୍ଭ କରନ୍ତୁ, ମିଳିବ ଚମତ୍କାର କଲା ଭଳି ଫାଇଦା

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଆପଣ ଏହି ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ ।…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଠିକଭାବେ ହଜମ ହେଉନାହିଁ ତ, ଆପଣାନ୍ତୁ ଏହିସବୁ ଉପାୟ

ଏମିତି ବି ଅନେକ ଅଛନ୍ତି, ଯେଉଁମାନେ କୁହନ୍ତି ଯେ ଖାଇବାକୁ ଇଚ୍ଛା ହେଉନି ,ସେମାନଙ୍କୁ ଭୋକ ଲାଗୁନି।ଏକଥା କହୁଥିବା ଲୋକଙ୍କ ଠାରେ ହଜମ କ୍ରିୟା ଜନିତ ସମସ୍ୟା ଅଛି ବୋଲି ଧରିବାକୁ ହେବ।ପ୍ରଥମେ ଜାଣିବାକୁ ହେବ ଯେ କାହିଁକି ଏମିତି ହୁଏ? ଯଦି ଦିନ ଭିତରେ ଆପଣ ଅନ୍ୟୁନ ଛଅ ଘଣ୍ଟା ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ। ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ପରିବାର ସହିତ ଖୁସିରେ ସମୟ ଅତିବାହିତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଯୋଜନାକୁ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଛୋଟ ଛୋଟ କଥାକୁ ନେଇ ଡ଼ରୁଛନ୍ତି କି? ସମାଧାନ ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ମାନସିକ ଅବସାଦ ଲାଗି ରହିବା ଦ୍ୱାରା ଲୋକମାନଙ୍କ ମନରେ ହଠାତ୍‌ କୌଣସି କଥାକୁ ଡ଼ର ଆସି ଯାଇଥାଏ । କିଛି ଲୋକ ଏହାକୁ ସାଧାରଣ ବୋଲି ଭାବୁଥିବା ବେଳେ ପରେ ଏହା ବଡ଼ ସମସ୍ୟା ପାଲଟି ଯାଇଥାଏ । ପ୍ରତିଦିନ କୌଣସି କଥାକୁ ନେଇ ବାରମ୍ବାର ଚିନ୍ତା କରିବା ଦ୍ୱାରା ଲୋକାମାନେ ଧୀରେ ଧୀରେ ଅବସାଦଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡବିନ୍ଧାରୁ ତୁରନ୍ତ ମୁକ୍ତି ଚାହାଁନ୍ତି ତ, କରନ୍ତୁ ଏହି କାମ

ଆଜିର ଅବସାଦପୂର୍ଣ୍ଣ ଜୀବନରେ ମୁଣ୍ଡବିନ୍ଧା ଭଳି ସମସ୍ୟା  ଖୁବ୍‌ ସାଧାରଣ ଅଟେ। ମୁଣ୍ଡାବିନ୍ଧାଜନିତ ସମସ୍ୟା ଅନେକ କାରଣରୁ ହୋଇଥାଏ, ଯେପରିକି ଅବସାଦ, ନିଦ୍ରାଜନିତ ସମସ୍ୟା ଆଦି। ଲଗାତାର ଭାବରେ ମୁଣ୍ଡ ବିନ୍ଧିବା ମଧ୍ୟ ବହୁତ ଗମ୍ଭୀର ସମସ୍ୟାର ରୂପ ନେଇଥାଏ। ତେଣୁ ଏହି ସମସ୍ୟାରୁ ମୁକୁଳିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରିବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ। ରବି, ସୋମ ଓ ମଙ୍ଗଳବାର: ବିଦେଶ ଯାତ୍ରାର ଯୋଗ ରହିଛି। ବୁଧ ଓ ଗୁରୁବାର: ସାମାଜିକ ପଦ…
ଅଧିକ ଖବର ଦେଖନ୍ତୁ...

ପେଟ ଜଳିବା ଭଳି ସମସ୍ୟା ହେଉଥିଲେ ପିଅନ୍ତୁ ଏହି ୩ଟି ହେଲ୍‌ଦି ଡ୍ରିଙ୍କ୍‌

ଭୁଲ ସମୟରେ ଖାଇବା ଦ୍ୱାରା ପେଟ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଖାସ୍‌ କରି ପେଟ ଜଳିବା ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଯାହାର ପ୍ରଭାବ ଆପଣଙ୍କ ଶରୀର ଏବଂ ଆପଣ ନିତିଦିନିଆ କାମ ଉପରେ ପଡ଼ିଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ଆଜିଠାରୁ ହିଁ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ ଏହି ୫ଟି ଖାଦ୍ୟ, ଆପଣ ଖାଉ ନାହାନ୍ତି ତ?

ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‌ପର୍ଟ୍‌ଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି…
ଅଧିକ ଖବର ଦେଖନ୍ତୁ...

ଡାଏଟିଂ ବା ବ୍ୟାୟାମ ନ କରି କେବଳ ଶୋଇକି ବି ଓଜନ କମ୍‌ କରିହେବ !

ଯଦି କେହି କାଲି ଆପଣଙ୍କୁ ଓଜନ କମ୍‌ କରିବାକୁ କହେ,ତେବେ ଆପଣଙ୍କୁ ଦୌଡିବାକୁ ,ଜଗିଂ କରିବାକୁ,ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ ପରାମର୍ଶ ମିଳିବ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଶୋଇ ଶୋଇ ବି ଓଜନ କମ୍‌ କରି ହେବ। ଆମେ ଯେତେବେଳେ ଶୋଇଥାଉ,ସେତେବେଳେ ଶରୀର ସଂପୂର୍ଣ୍ଣ ରୂପେ ମରାମତି…
ଅଧିକ ଖବର ଦେଖନ୍ତୁ...