ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ। ଆପଣଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ଘରକୁ ବନ୍ଧୁ ଆସିବେ। ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ହେବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ମିଥୁନ: କୌଣସି କଥା…
ଅଧିକ ଖବର ଦେଖନ୍ତୁ...

ମେଥି ଶାଗରେ ଅଛି ଏହି ସବୁ ଉପକାରୀ ଗୁଣ, ଦୂରେଇ ଯିବ ଅନେକ ପ୍ରକାରର ରୋଗ

ପ୍ରତ୍ୟେକ ପରିବାରର ରୋଷେଇ ଘରେ ମେଥି ନିଶ୍ଚୟ ରହିଥାଏ। କେବଳ ରୋଷଇ ଘରେ କାହିଁକି, ଠାକୁର ଘରେ ବି ରହିଥାଏ। ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ। ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଇ˚ଜିନିୟରଙ୍କ ଲାଗି ଭଲ ଅବସର ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବଡ଼ଙ୍କ ପ୍ରତି ବ୍ୟବହାର ଭଲ ରହିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ଦିନଟିଏ।…
ଅଧିକ ଖବର ଦେଖନ୍ତୁ...

ଫୁଲକୋବି ନାଡ ଫୋଫାଡ଼ି ଦେଉଛନ୍ତି କି ? ନାଡରେ ବି ଭରପୁର ଅଛି ଏସବୁ ଭିଟାମିନ

ଆପଣ ଫୁଲକୋବିର ନାଡକୁ ଫୋଫାଡ଼ି ଦେଉଛନ୍ତି କି ? ଯଦି ହଁ, ଏହା କରନ୍ତୁ ନାହିଁ | କାରଣ ଫୁଲକୋବି ନାଡରେ ଏମିତି କିଛି ଭିଟାମିନ ଭରପୁର ମାତ୍ରାରେ ଅଛି ଯାହାକି ଆପଣଙ୍କ ଶରୀରରକୁ ଶକ୍ତି ଦେବା ସହ କିଛି ରୋଗରୁ ସୁରକ୍ଷା ଦେଇଥାଏ | ଯେତିକି ଲାଭ ଫୁଲକୋବିରୁ ମିଳିଥାଏ ସେତିକି ଫାଇଦା ନାଡରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଇ˚ଜିନିୟରଙ୍କ ଲାଗି ଭଲ ଅବସର ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବଡ଼ଙ୍କ ପ୍ରତି ବ୍ୟବହାର ଭଲ ରହିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ଦିନଟିଏ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦେବୀମାତାଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ସରକାରୀ କାମରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଉନ୍ନତି ହେବ। ବୃଷ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ୟବସାୟରେ ଲାଭ…

ମେଷ: ପଡ଼ୋଶୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପା ମାଆଙ୍କ ସେବା କରନ୍ତୁ, ଭଲ ଫଳ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ଏହି ପାନୀୟରେ ରହିଛି ଅନେକ ଉପକାରୀ ଗୁଣ; ମଧୁମେହରୁ ନେଇ ରକ୍ତଚାପ ରୋଗୀଙ୍କୁ ମିଳିବ ଉପଶମ

ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସେଥିମଧ୍ୟରୁ ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ। ଏଥିରେ କାର୍ବସ, ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌,…