ରୁମ୍‌ ହିଟର୍‌ ବ୍ୟବହାର ଅତି ଭୟାବହ! ଏଥର ଶୀତରେ ଆପଣ ବ୍ୟବହାର କରୁ ନାହାନ୍ତି ତ?

ଥଣ୍ଡା ବଢ଼ିଲେ ଇଲେକ୍ଟ୍ରିକ୍‌ ହିଟର୍‌ ଲୋଡ଼ା ହୋଇଥାଏ। ଉଷୁମ ପାଇବାକୁ ବହୁ ଲୋକେ ଏହାକୁ ବ୍ୟବହାର କରନ୍ତି। ହିଟର୍‌ ଆପଣଙ୍କୁ ଥଣ୍ଡାରୁ ସୁରକ୍ଷା ଦେଇ ପାରେ ସତ, କିନ୍ତୁ ଆପଣ ଏହାର ପାର୍ଶ୍ୱ-ପ୍ରତିକ୍ରିୟା ଜାଣନ୍ତି କି?

ସମ୍ବନ୍ଧିତ ଖବର