ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଗୁରୁ ଓ ଶୁକ୍ରବାର: କୌଣସି ନୂଆ ସୁଯୋଗ ମିଳିବ। ଶନିବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ।


ରବି ଓ ସୋମବାର: ମନ ମସ୍ତିଷ୍କର ବୋଝ ହାଲୁକା ହେବ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ସଫଳତା ମିଳିବ। ଶନିବାର: ଭାଗ୍ୟ ବହୁତ କିଛି ଦେବ।

ରବି ଓ ସୋମବାର: ଅନୈତିକ କାର୍ଯ୍ୟରୁ ନିବୃତ୍ତ ରହନ୍ତୁ। ମଙ୍ଗଳ ଓ ବୁଧବାର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ରବି ଓ ସୋମବାର: ଚାକିରି ବୃତ୍ତିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଗିତିବିଧି ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର: ସବୁ କାମ ସହଜରେ ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।


ରବି ଓ ସୋମବାର: କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ଶନିବାର: ମାନପ୍ରତିଷ୍ଠା ବୃଦ୍ଧି ହେବ।


ରବି ଓ ସୋମବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ମଙ୍ଗଳ ଓ ବୁଧବାର: କୌଣସି ସ୍ୱପ୍ନ ପୂରା ହେବ। ଗୁରୁ ଓ ଶୁକ୍ରବାର: ପରୋପକାରରେ ସମୟ ଦେବେ। ଶନିବାର: ସମୟ ଖୁସି ଭରା ରହିବ।

ରବି ଓ ସୋମବାର: କାମ ପ୍ରତି ସଚେତନ ରହନ୍ତୁ। ମଙ୍ଗଳ ଓ ବୁଧବାର: ସଫଳତା ଓ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ଶନିବାର: ବାହନ କିଣିବା ଲାଗି ମନ ବଳିବ।

ରବି ଓ ସୋମବାର: ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ଆପଣଙ୍କୁ ବିଶେଷ କଥାର ସୂଚନା ମିଳିବ। ଗୁରୁ ଓ ଶୁକ୍ରବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: କାରବାର ବୃଦ୍ଧି ହେବ।

ରବି ଓ ସୋମବାର: କଳାତ୍ମକ ବିଷୟରେ ରୁଚି ରହିବ। ମଙ୍ଗଳ ଓ ବୁଧବାର: ପ୍ରଗତି ପଥରେ ଅଗ୍ରସର ହେବେ। ଗୁରୁ ଓ ଶୁକ୍ରବାର: ରୋମାନ୍‌ସ ପାଇଁ ଭଲ ସମୟ। ଶନିବାର: ଊର୍ଜାର ସ୍ତର ବଢ଼ିବ।


ରବି ଓ ସୋମବାର: ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ନୂଆ ଅନୁବନ୍ଧ ମିଳିପାରେ। ଗୁରୁ ଓ ଶୁକ୍ରବାର: ମାନସମ୍ମାନ ଓ ଉପହାର ପାଇବେ। ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ରବି ଓ ସୋମବାର: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ମଙ୍ଗଳ ଓ ବୁଧବାର: ବ୍ୟବହାରରେ ସଂଯମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଶନିବାର: ଆୟ ବଢ଼ିବ।

ସମ୍ବନ୍ଧିତ ଖବର