ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ପ୍ରେମରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ବୁଧ ଓ ଗୁରୁବାର: କାରବାରରେ ନୂଆ ସଉଦା ହେବ। ଶୁକ୍ର ଓ ଶନିବାର: ଅଚାନକ ଖୁସି ଖବର ମିଳିବ।


ବୃଷ: ରବିବାର: କ୍ୟାରିୟର ପ୍ରତି କିଛି ଭଲ ହେବ। ସୋମ ଓ ମଙ୍ଗଳବାର: ବନ୍ଧୁମାନଙ୍କ ସହିତ ଖୁସି ରହିବେ। ବୁଧ ଓ ଗୁରୁବାର: ବିବାଦରୁ ଆରାମ ପାଇବେ। ଶୁକ୍ର ଓ ଶନିବାର: ସମାଜରେ ଲୋକପ୍ରୟିତା ବଢ଼ିବ।


ମିଥୁନ: ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଫାଇଦା ହେବ।


କର୍କଟ: ରବିବାର: ମାନସିକ ଶାନ୍ତି ମିଳିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ନୂଆ ଲୋକଙ୍କ ସହିତ ପରିଚୟ ହେବ। ଶୁକ୍ର ଓ ଶନିବାର: ଆପଣଙ୍କୁ ବିଶେଷ ଦାୟିତ୍ଵ ମିଳିପାରେ।

ସି˚ହ: ରବିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଶୁକ୍ର ଓ ଶନିବାର: ପାରିବାରିକ ଦାୟିତ୍ଵ ସବୁ ପୂରା ହେବ।


କନ୍ୟା: ରବିବାର: ପ୍ରିୟଜନ ମିଳିବ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ସମୟ ଆର୍ଥିକ ଦୃଷ୍ଟିରୁ ଖୁବ୍‌ ଭଲ। ଶୁକ୍ର ଓ ଶନିବାର: ବାହନ କିଣିବା ଲାଗି ମନ ବଳିବ।

ତୁଳା: ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: ଅଧୁରା ଥିବା କାମ ପୂରା କରିନେବେ। ଶୁକ୍ର ଓ ଶନିବାର: ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ।

ବିଛା:ରବିବାର: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ଅବସର ଆସିବ। ବୁଧ ଓ ଗୁରୁବାର: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

ଧନୁ: ରବିବାର: କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ଚାକିରିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ପକ୍ଷ ମଜଭୁତ ହେବ। ଶୁକ୍ର ଓ ଶନିବାର: ଯୋଜନାକୁ ଗୁପ୍ତ ରଖନ୍ତୁ ସଫଳତା ମିଳିବ।


ମକର:ରବିବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ବୃଦ୍ଧି ହେବ।

କୁମ୍ଭ: ରବିବାର: ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ସୋମ ଓ ମଙ୍ଗଳବାର: ମନ ବିଚଳିତ ରହିପାରେ। ବୁଧ ଓ ଗୁରୁବାର: କିଛି ନୂଆ କାମ କରି ପାରନ୍ତି। ଶୁକ୍ର ଓ ଶନିବାର: ପଦୋନ୍ନତି ମିଳିପାରେ।

ମୀନ:ରବିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ନୂଆ ଆହ୍ଵାନର ସାମ୍‌ନା କରିପାରନ୍ତି। ଶୁକ୍ର ଓ ଶନିବାର: ଧର୍ମ କର୍ମରେ ରୁଚି ବଢ଼ିବ।

ସମ୍ବନ୍ଧିତ ଖବର