ଜାଣନ୍ତୁ ଏ ସପ୍ତାହର ରାଶିଫଳ


ମେଷ: ରବିବାର: ପାରିବାରିକ ଦାୟିତ୍ଵ ପୂରା ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟରେ ବୃଦ୍ଧି ଲାଗି ସୁଅବସର ମିିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଶନିବାର: ଘରର ବାତାବରଣ ଠିକ୍‌ ରହିବ।

 

ବୃଷ: ରବିବାର: ସୁଖଦ ସମାଚାର ମିଳିବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସୁଧୁରିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିରେ ପଦୋନ୍ନତିର ସୁଯୋଗ। ଶନିବାର: ଅଫିସ୍‌ରେ ସାବଧାନ ରହନ୍ତୁ।

 

ମିଥୁନ: ରବିବାର: ଦିନଟି ଲାଭପ୍ରଦ ରହିବ। ସୋମ ଓ ମଙ୍ଗଳବାର: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: ପ୍ରେମରେ ସଂପର୍କ ନିବିଡ଼ ହେବ।

 

କର୍କଟ: ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ଶନିବାର: ସମାଜରେ ମାନସମ୍ମାନ ମିଳିବ।

 

ସିଂହ: ରବିବାର: କୌଣସି ଆଶା ପୂରା ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ପ୍ରେମରେ ସଫଳତା ପାଇବେ।

 

କନ୍ୟା: ରବିବାର: ସବୁ ଦିଗରୁ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

 

ତୁଳା: ରବିବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ସୋମ ଓ ମଙ୍ଗଳବାର: ଆମଦାନୀର ନୂଆ ସାଧନ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶନିବାର: ସୁଖ ସୁବିଧା ବୃଦ୍ଧି ହେବ।

 

ବିଛା:ରବିବାର: ଭାବିଚିନ୍ତି କାମ କରନ୍ତୁ। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାଷୀଙ୍କୁ କିଛି ଲାଭ ହୋଇପାରେ। ଶନିବାର: କୌଣସି ଫଇସଲା ତରବରିଆ ନିଅନ୍ତୁ ନାହିଁ।

 

ଧନୁ: ରବିବାର: ଧନଲାଭର ନୂଆ ସୁଯୋଗ ମିଳିବ। ସୋମ ଓ ମଙ୍ଗଳବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେକାରଙ୍କୁ ରୋଜଗାର ମିଳିବ। ଶନିବାର: ବହୁତ ଭଲ ସୁଯୋଗ ଅପେକ୍ଷା କରି ରହିଛି।

 

ମକର: ରବିବାର: ନୂଆ ଊର୍ଜା ଅନୁଭବ କରିବେ। ସୋମ ଓ ମଙ୍ଗଳବାର: କାମ ପ୍ରତି ଉତ୍ସାହ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଶନିବାର: ଭାଗ୍ୟ ବୃଦ୍ଧି ହେବ।

 


କୁମ୍ଭ: ରବିବାର: ମନସ୍କାମନା ପୂରା ହେବ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୁଧ, ଗୁରୁ ଓ ଶୁକ୍ରବାର: ପଇସା ନେଣଦେଣରୁ ନିବୃତ୍ତ ରହନ୍ତୁ। ଶନିବାର: କାରବାର ବୃଦ୍ଧି ହେବ।

 

ମୀନ: ରବିବାର: ବଢ଼ିଆ ଚାକିରି ପାଇବେ। ସୋମ ଓ ମଙ୍ଗଳବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ସୁଖ ଓ ପ୍ରେମ ପାଇବେ। ଶନିବାର: ଆୟର ସ୍ରୋତ ପ୍ରସ୍ତୁତ କରିବେ।

ସମ୍ବନ୍ଧିତ ଖବର