ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ସୋମ ଓ ମଙ୍ଗଳବାର: ମନ ଚାହୁଥିବା ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ରବିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ସମ୍ମାନିତ ହୋଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନରେ ସୁଖ ଶାନ୍ତି ଆସିବ। ଶନିବାର: ଭାଗ୍ୟ ବହୁତ କିଛି ଦେବ।

ରବିବାର: ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର: ନିଜର କାମ ଏକାଗ୍ରତା ସହିତ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଆଶାଠୁ ଅଧିକ ଲାଭ ହେବ। ଶନିବାର: ରୋମାନ୍‌ସ ପାଇଁ ଭଲ ସମୟ।


ରବିବାର: କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ସୋମ ଓ ମଙ୍ଗଳବାର: ଅବସରରୁ ଲାଭ ନିଅନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ବ୍ୟବସାୟରେ ବୃଦ୍ଧି ହେବ।
ଗାୟତ୍ରୀ।

ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଧର୍ମକର୍ମରେ ରୁଚି ବଢ଼ିବ। ଶନିବାର: ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ରବିବାର: ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ଧନଲାଭର ଯୋଗ ରହିଛି। ଶନିବାର: ବହୁତ ଭଲ ଅନୁଭବ କରିବେ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଶନିବାର: ସମୟର ମହତ୍ତ୍ୱକୁ ହୃଦୟଙ୍ଗମ କରନ୍ତୁ।

ରବିବାର: ରୁଟିନ୍‌ରେ ପରିବର୍ତ୍ତନ କରିପାରନ୍ତି। ସୋମ ଓ ମଙ୍ଗଳବାର: ଲୋକେ ଆପଣଙ୍କ କାମରେ ପ୍ରଭାବିତ ହେବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।


ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଛାତ୍ରଙ୍କ ଲାଗି ସମୟ ବଢ଼ିଆ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ଶନିବାର: ପରିଶ୍ରମର ସୁଫଳ ମିଳିବ।


ରବିବାର: କିଛି ଆଶା ପୂରା ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ କ୍ୟାରିୟର୍‌ରେ ନୂଆ ମୋଡ଼ ଆସିପାରେ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ଆର୍ଥିକ ମାମଲାରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ନାମ ଓ ଯଶ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ଶନିବାର: ପରୋପକାରରେ ସମୟ ଦେବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଭାବିଥିବା ସବୁ କାମ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ପକ୍ଷ ମଜଭୁତ ରହିବ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ସମ୍ବନ୍ଧିତ ଖବର