ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପରିବାର ସହିତ ସମୟ ଖୁସିରେ କଟିବ। ବୁଧ ଓ ଗୁରୁବାର: ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ଶୁକ୍ର ଓ ଶନିବାର: ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ସାଥୀଙ୍କ ବ୍ୟବସାୟ ସମ୍ବନ୍ଧରେ ଦୂର ସ୍ଥାନକୁ ଯାତ୍ରା କରିବେ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ପାଇଁ ସମୟ ବଢ଼ିଆ ରହିବ।

ରବି, ସୋମ ଓ ମଙ୍ଗଳବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ବୁଧ ଓ ଗୁରୁବାର: ଅଚାନକ ଧନଲାଭ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ବେପାରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ରାଜନୀତିକ ନେତାଙ୍କ ଲାଗି ସମୟ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ।


ରବି, ସୋମ ଓ ମଙ୍ଗଳବାର: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ବୁଧ ଓ ଗୁରୁବାର: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଶୁକ୍ର ଓ ଶନିବାର: ବେକାରଙ୍କୁ ରୋଜଗାର ମିଳିବ।

ରବି, ସୋମ ଓ ମଙ୍ଗଳବାର: ଜୀବନରେ ଉନ୍ନତି ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: କାରବାରରେ ନୂଆ ସଉଦା ହେବ। ଶୁକ୍ର ଓ ଶନିବାର: ନୂଆ ଆହ୍ଵାନର ସାମ୍‌ନା କରିପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ପରିବାର ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଶୁକ୍ର ଓ ଶନିବାର: ଜୀବନରେ ସୁଖଶାନ୍ତି ଆସିବ।

ରବି, ସୋମ ଓ ମଙ୍ଗଳବାର: ମନସ୍କାମନା ପୂରା ହେବ। ବୁଧ ଓ ଗୁରୁବାର: ଆପଣଙ୍କ ସାମ୍‌ନାକୁ ନୂଆ ଅବସର ଆସିବ। ଶୁକ୍ର ଓ ଶନିବାର: ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ସଫଳତା ମିଳିବ। ବୁଧ ଓ ଗୁରୁବାର: ବ୍ୟାଙ୍କ୍‌ ଚାକିରିଆଙ୍କ ପାଇଁ ସମୟ ଭଲ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଆନନ୍ଦମୟ ରହିବ।

ରବି, ସୋମ ଓ ମଙ୍ଗଳବାର: ପରିବାରରେ ସମ୍ମାନ ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ହେବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ।

ସମ୍ବନ୍ଧିତ ଖବର