ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ ଏବଂ ଚାକିରିରେ ସୁଖୀ ରହିବେ। ମଙ୍ଗଳ ଓ ବୁଧବାର: ଘରର ମାହୋଲ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ।

ବୃଷ: ରବି ଓ ସୋମବାର: ପରିବାରର ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କ୍ୟାରିୟର୍‌ରେ ଉନ୍ନତି ହେବ ଏବଂ ସନ୍ତାନଙ୍କ ସୁଖ ପ୍ରାପ୍ତି ହୋଇପାରେ।

ମିଥୁନ: ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ସୁଖସୁବିଧା ଲାଗି ଖର୍ଚ୍ଚ କରିବେ। ଗୁରୁ, ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ।

କର୍କଟ: ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ ବୃଦ୍ଧି ଲାଗି ସୁଅବସର ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ।

ସି˚ହ: ରବି ଓ ସୋମବାର: ଆୟର ସ୍ରୋତ ମିଳିବ। ମଙ୍ଗଳ ଓ ବୁଧବାର: ମାନସମ୍ମାନ ଓ ଉପହାର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଆପଣ ଯାହା ଚାହିିଥିଲେ ତାହା ଆପଣଙ୍କୁ ମିଳିବ।


କନ୍ୟା: ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମଙ୍ଗଳ ଓ ବୁଧବାର: ସ୍ଥଗିତ ଥିବା କାମ ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ତୁଳା: ରବି ଓ ସୋମବାର: ମନସ୍କାମନା ପୂରା ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଲାଭ ହେବ ଏବଂ ପ୍ରେମ ସମ୍ବନ୍ଧ ଭଲ ରହିବ।

ବିଛା:ରବି ସୋମବାର: ଅଧୁରା କାର୍ଯ୍ୟ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ଵର ବିକାଶ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଧନୁ: ରବି ଓ ସୋମବାର: ଉନ୍ନତିର ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ପ୍ରେମ ସଂପର୍କ ନିବିଡ଼ ହେବ। ଗୁରୁ, ଶୁକ୍ର ଓ ଶନିବାର: ସମସ୍ୟାର ସମାଧାନ ହେବ ଏବଂ ଦାୟିତ୍ଵ ବଢ଼ିବ।

ମକର: ରବି ଓ ସୋମବାର: ଅଧିକାର ଆପଣଙ୍କ ଉପରେ ଦୟାଭାବ ରଖିବେ। ମଙ୍ଗଳ ଓ ବୁଧବାର: ଖୁସ୍‌ ମିଜାଜର ରହିବେ ଏବଂ ଜୀବନସାଥୀଙ୍କ ସୁଖ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରଗତି ହେବ।

କୁମ୍ଭ:ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଗୁରୁ, ଶୁକ୍ର ଓ ଶନିବାର: କାମରେ ସଫଳତା ମିଳିବ ଏବଂ ଧନ ସଂପତ୍ତି ବୃଦ୍ଧି ହେବ।

ମୀନ: ରବି ଓ ସୋମବାର: ମାଲିମକଦ୍ଦମାରେ ଶୁଭଫଳ ମିଳିପାରେ। ମଙ୍ଗଳ ଓ ବୁଧବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

ସମ୍ବନ୍ଧିତ ଖବର