ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଗୁରୁ, ଶୁକ୍ର ଓ ଶନିବାର: ବେପାରରେ ପ୍ରଗତି ଏବଂ ନୂଆ ସମ୍ବନ୍ଧ ଆରମ୍ଭ ହେବ।

ରବି ଓ ସୋମବାର: ବେପାର ଓ ଚାକିରିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ।

ରବି ଓ ସୋମବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟରେ ସ୍ଥିତି ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ଯୋଜନାକୁ ଗୁପ୍ତ ରଖନ୍ତୁ ସଫଳତା ମିଳିବ।

ରବି ଓ ସୋମବାର: ମନକୁ ଶାନ୍ତି ମିଳିବ। ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତିରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରିରେ ଦାୟିତ୍ଵ ବଢ଼ିବ ଏବଂ ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ଭାବିଚିନ୍ତି କାମ କରନ୍ତୁ ଲାଭ ହେବ। ମଙ୍ଗଳ ଓ ବୁଧବାର: ଧର୍ମକର୍ମରେ ରୁଚି ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଶୁଭାରମ୍ଭ କରିବେ ଏବଂ ସ୍ୱାସ୍ଥ୍ୟ ଖୁବ୍‌ ଭଲ ରହିବ।


ରବି ଓ ସୋମବାର: ମିତ୍ରଙ୍କ ପରାମର୍ଶ କାମରେ ଆସିବ। ମଙ୍ଗଳ ଓ ବୁଧବାର: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ସମୟ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଉନ୍ନତି ଏବଂ ଧନଲାଭ ହେବ।

ରବି ଓ ସୋମବାର: ସମସ୍ୟା ସମାଧାନ ସହଜରେ ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଗୁରୁ, ଶୁକ୍ର ଓ ଶନିବାର: ମନ ଚାହୁଥିବା ସଫଳତା ପାଇବେ।

ରବି ଓ ସୋମବାର: ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ଆସିପାରେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ମନର କଥା କହିବେ।

ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଅନୁବନ୍ଧ ମିଳିପାରେ ଏବଂ ସ୍ୱାସ୍ଥ୍ୟରେ ସୁଧାର ହେବ।

ରବି ଓ ସୋମବାର: ରାଜନୀତିରେ ପଦ ପ୍ରାପ୍ତ ହେବ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ସୁଧାର ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ ଏବଂ ଧନଲାଭ ହେବ।

ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ ଏବଂ ଘରକୁ ଅତିଥି ଆସିବେ।

ରବି ଓ ସୋମବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ପକ୍ଷ ମଜଭୁତ ହେବ। ଗୁରୁ, ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ସମ୍ବନ୍ଧିତ ଖବର