ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: କୌଣସି କାମରେ ସାମିଲ ହୋଇପାରନ୍ତି। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆପଣଙ୍କ ଚେଷ୍ଟା ସଫଳ ହେବ।

ରବିବାର: ଧନଲାଭର ନୂଆ ରାସ୍ତା ଖୋଲିବ। ସୋମ ଓ ମଙ୍ଗଳବାର: କିଛି କାମରେ ଭଲ ନଜର ଆସିବ। ବୁଧ ଓ ଗୁରୁବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ।


ରବିବାର: ବ୍ୟକ୍ତିତ୍ଵ ବିକଶିତ ହୋଇପାରେ। ସୋମ ଓ ମଙ୍ଗଳବାର: ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର: କିଛ ଖର୍ଚ୍ଚ ଫାଲ୍‌ତୁ ହୋଇପାରେ।

ରବିବାର: ନୂଆ ଅନୁଭବ ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର: ସଂପର୍କୀୟଙ୍କଠାରୁ ଶୁଭ ଖବର ପାଇବେ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ଶୁକ୍ର ଓ ଶନିବାର: ନୂଆ କାର୍ଯ୍ୟ ଆରମ୍ଭ କରିବେ।

ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: କାରବାରରେ ଅଚାନକ ଫାଇଦା ହେବ। ବୁଧ ଓ ଗୁରୁବାର: ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ରବିବାର: ମିତ୍ରଙ୍କ ସହଯୋଗ ମିଳିବ। ସୋମ ଓ ମଙ୍ଗଳବାର: ଧନଲାଭର ଅବସର ପ୍ରାପ୍ତ ହେବ। ବୁଧ ଓ ଗୁରୁବାର: ରଚନାତ୍ମକ କାମରେ ନାମ ହେବ। ଶୁକ୍ର ଓ ଶନିବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ରବିବାର: ଦିନଟି ଖୁସିରେ ଭରା ରହିବ। ସୋମ ଓ ମଙ୍ଗଳବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ତର୍କ ଶକ୍ତି କାମରେ ଆସିବ।


ରବିବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ଶୁକ୍ର ଓ ଶନିବାର: ଲେଖାପଢ଼ାରେ ରୁଚି ବଢ଼ିବ।

ରବିବାର: ଉନ୍ନତି ଲାଗି ଯୋଜନା କରିବେ। ସୋମ ଓ ମଙ୍ଗଳବାର: କିଛି କାମରେ ଫାଇଦା ହୋଇପାରେ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ସହଭାଗୀଦାରି କରିବେ। ଶୁକ୍ର ଓ ଶନିବାର: ଯାତ୍ରା କଲ୍ୟାଣକାରୀ ହେବ।

ରବିବାର: ସବୁ ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବା ପାଇଁ ଭାବିବେ। ବୁଧ ଓ ଗୁରୁବାର: ଠିକ୍‌ ଫଇସଲା ନେବାରେ ସହଜ ହେବ। ଶୁକ୍ର ଓ ଶନିବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ।

ରବିବାର: ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। ସୋମ ଓ ମଙ୍ଗଳବାର: ନୂଆ ଜାଗାକୁ ଯାତ୍ରା କରିପାରନ୍ତି। ବୁଧ ଓ ଗୁରୁବାର: ଘରୋଇ ସାମଗ୍ରୀ କିଣିପାରନ୍ତି। ଶୁକ୍ର ଓ ଶନିବାର: କାମ ପ୍ରତି ସଚେତ ରହନ୍ତୁ।

ରବିବାର: କ୍ୟାରିୟରରେ ନୂଆ ମୋଡ଼ ନେବ। ସୋମ ଓ ମଙ୍ଗଳବାର: କୌଣସି ନୂଆ ପରିଯୋଜନା ମିଳିପାରେ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପାରାସ୍ତ କରିବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି।

ସମ୍ବନ୍ଧିତ ଖବର