ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କିଛି ନୂଆ କରିବାକୁ ଚେଷ୍ଟା କରିବେ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଭାଗ୍ୟର ସାଥ୍‌ ମିଳିବ। ଶୁକ୍ର ଓ ଶନିବାର: ଛାତ୍ରଙ୍କର ଲେଖାପଢ଼ାରେ ଆଗ୍ରହ ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କାମରେ ମନ ଲାଗିବ ଏବଂ ପ୍ରେମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପାଖ ଲୋକଙ୍କ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ରଚନାତ୍ମକ କାମରେ ନାମ ହେବ।

ରବି, ସୋମ ଓ ମଙ୍ଗବାର: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ମନ ଲାଗି ରହିବ। ଶୁକ୍ର ଓ ଶନିବାର: କାରବାରରେ ପୁଞ୍ଜି ନିବେଶ କରିବେ।

ରବି, ସୋମ ଓ ମଙ୍ଗବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବୁଧ ଓ ଗୁରୁବାର: ପିତାଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ଆୟର ନୂଆ ସ୍ରୋତ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ବୁଧ ଓ ଗୁରୁବାର: ଭାବିଥିବା କାମ ପୂରା କରିନେବେ। ଶୁକ୍ର ଓ ଶନିବାର: କିଛି ନୂଆ ସୁଯୋଗ ମିଳିପାରେ ଏବଂ ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ସବୁ କାମ ମନ ମୁତାବକ ହୋଇପାରେ। ବୁଧ ଓ ଗୁରୁବାର: ସିନିୟରଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ଆତ୍ମବିଶ୍ୱାସ ଉଚ୍ଚା ରହିବ ଏବଂ ଜନ ସଂପର୍କ ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଫାଇଦା ହୋଇପାରେ। ବୁଧ ଓ ଗୁରୁବାର: ମହିଳା ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କ କାମ ପୂରା ହେବ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ଵକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ।


ରବି, ସୋମ ଓ ମଙ୍ଗଳବାର: ନୂଆ ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର: ନୂଆ କାମ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି। ଶୁକ୍ର ଓ ଶନିବାର: ମାନସମ୍ମାନ ପାଇବେ ଏବଂ କାରବାର ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: କୌଣସି ବିଶେଷ କାର୍ଯ୍ୟରେ ଫାଇଦା ମିଳିପାରେ। ବୁଧ ଓ ଗୁରୁବାର: କିଛି କଠିନ ପରିସ୍ଥିତି ସାମ୍‌ନାକୁ ଆସିପାରେ। ଶୁକ୍ର ଓ ଶନିବାର: କିଛି କାମରେ ଭଲ ନଜର ଆସିବ।

ରବି, ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ମିଳିପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ।

ରବି, ସୋମ ମଙ୍ଗଳବାର: ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ବୁଧ ଓ ଗୁରୁବାର: ଏକାଗ୍ରତା ଓ ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ। ଶୁକ୍ର ଓ ଶନିବାର: ନୂଆ ପରିଯୋଜନା ମିଳିବ ଏବଂ ବନ୍ଧୁଙ୍କୁ ମନର କଥା କହିବେ।

ରବି, ସୋମ ଓ ମଙ୍ଗଳବାର: ସଫଳତାର ପାହାଚ ଚଢ଼ିବେ। ବୁଧ ଓ ଗୁରୁବାର: କୌଣସି କାମରେ ମିତ୍ରଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଆସିବ ଏବଂ ବ୍ୟବସାୟୀଙ୍କୁ ଧନଲାଭ ହେବ।

ସମ୍ବନ୍ଧିତ ଖବର