ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ରବି ଓ ସୋମବାର: କାରବାରରେ ଫାଇଦା ହୋଇପାରେ। ମଙ୍ଗଳ ଓ ବୁଧବାର: ପଇସା ନେଣଦେଣ ପାଇଁ ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ବୃଷ: ରବି ଓ ସୋମବାର: କୌଣସି ପୁରୁଣା ସଉଦାରୁ ଲାଭ ମିଳିପାରେ। ମଙ୍ଗଳ ଓ ବୁଧବାର: ଘରକୁ କୌଣସି ସଂପର୍କୀୟ ଆସିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ଲୋକେ ଆପଣଙ୍କ କାମରେ ପ୍ରଭାବିତ ହେବେ।


ମିଥୁନ:ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: କାରବାରୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।

କର୍କଟ:ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ, ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ।

ସି˚ହ: ରବି ଓ ସୋମବାର: ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ବିଶେଷ କାମରେ ଫାଇଦା ମିଳିପାରେ।

କନ୍ୟା: ରବି ଓ ସୋମବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ମଙ୍ଗଳ ଓ ବୁଧବାର: ବିଦେଶରୁ ଭଲ ଖବର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢ଼ିବ।

ତୁଳା: ରବି ଓ ସୋମବାର: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ମଙ୍ଗଳ ଓ ବୁଧବାର: ସାମାଜରେ ପ୍ରତିଷ୍ଠା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ ଖୁସିରେ କାହାରି ନଜର ଲାଗିପାରେ।

ବିଛା:ରବି ଓ ସୋମବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: କ୍ୟାରିୟର ସମ୍ବନ୍ଧୀୟ ନୂଆ ଅବସର ମିଳିବ।

ଧନୁ: ରବି ଓ ସୋମବାର: ଆପଣଙ୍କ ଜୀବନ ଲାଗି କିଛି ଖାସ୍‌ ସୁଯୋଗ ମିଳିପାରେ। ମଙ୍ଗଳ ଓ ବୁଧବାର: ମହତ୍ତ୍ୱପୂର୍ଣ୍ଣ କାମରେ ଧ୍ୟାନ ଦେବେ। ଗୁରୁ, ଶୁକ୍ର ଓ ଶନିବାର: କିଛି ନୂଆ କରିବାକୁ ଚେଷ୍ଟା କରିବେ।

ମକର: ରବି ଓ ସୋମବାର: ଆପଣଙ୍କ ମନର ଇଚ୍ଛା ପୂରା ହେବ। ମଙ୍ଗଳ ଓ ବୁଧବାର: ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଯାହା ବି କାମ କରିବେ ସଫଳତା ପାଇବେ।

କୁମ୍ଭ: ରବି ଓ ସୋମବାର: ଶତ୍ରୁଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ।

ମୀନ:ରବି ଓ ସୋମବାର: ଜୀବନରେ ଉନ୍ନତି ପାଇଁ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ସମ୍ବନ୍ଧିତ ଖବର