ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରିବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ।

ରବି, ସୋମ ଓ ମଙ୍ଗଳବାର: ବିଦେଶ ଯାତ୍ରାର ଯୋଗ ରହିଛି। ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଖର୍ଚ୍ଚ କରିପାରନ୍ତି।


ରବି, ସୋମ ଓ ମଙ୍ଗଳବାର: ଚାକିରି ବୃତ୍ତିରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁକ୍ର ଓ ଶନିବାର: ଅଫିସ୍‌ରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବୁଧ ଓ ଗୁରୁବାର: ଆପଣଙ୍କର ପ୍ରତିଷ୍ଠା ଲାଗି ଅବସର ମିଳିବ। ଶୁକ୍ର ଓ ଶନିବାର: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ।

ରବି, ସୋମ ଓ ମଙ୍ଗଳବାର: ନାମ ଓ ଯଶ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ସରକାରୀ ଚାକିରିଆ କୌଣସି କାମରେ ପ୍ରୋତ୍ସାହନ ପାଇପାରନ୍ତି। ଶୁକ୍ର ଓ ଶନିବାର: ଆପଣଙ୍କ ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ।

ରବି, ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଆପଣଙ୍କ ମନର ଇଚ୍ଛା ପୂରା ହେବ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ।

ରବି, ସୋମ ଓ ମଙ୍ଗଳବାର: ନୂଆ ଊର୍ଜା ଅନୁଭବ କରିବେ। ବୁଧ ଓ ଗୁରୁବାର: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଶୁକ୍ର ଓ ଶନିବାର: ଅଫିସ୍‌ରେ ଲାଗି ରହିଥିବା ବିବାଦର ସମାଧାନ ହେବ।

ରବି, ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଶୁକ୍ର ଓ ଶନିବାର: ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର: ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ଶୁକ୍ର ଓ ଶନିବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପ୍ରିୟଜନଙ୍କ ସହିତ ମିଳନ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହଯୋଗରେ ଜୀବନ ଆଗକୁ ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ପୁରୁଣା ସଉଦାରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁକ୍ର ଓ ଶନିବାର: ଆପଣଙ୍କ କାମରେ ସନ୍ତାନଙ୍କ ସହଯୋଗ ମିଳିବ।

ରବି, ସୋମ ଓ ମଙ୍ଗଳବାର: ନିଜ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବୁଧବାର ଓ ଗୁରୁବାର: ମାତା ପିତାଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଶୁକ୍ର ଓ ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ସମ୍ବନ୍ଧିତ ଖବର