ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କ୍ୟାରିୟରରେ ଉତ୍‌ଥାନ ପତନ ହେତୁ ଅଶାନ୍ତି ବଢ଼ିବ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଆପଣଙ୍କ କାର୍ଯ୍ୟରେ ନୂଆ ଦାୟିତ୍ଵ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପ୍ରଚୁର ଲାଭ ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ଉପାୟ ମିଳିପାରେ। ଶୁକ୍ର ଓ ଶନିବାର: ଆପଣଙ୍କ ଉନ୍ନତିର ନୂଆ ଦ୍ଵାର ଖୋଲିବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ବୁଧ ଓ ଗୁରୁବାର: ଅଧୁରା କାର୍ଯ୍ୟ ପୂରା ହୋଇଯିବ। ଶୁକ୍ର ଓ ଶନିବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବୁଧ ଓ ଗୁରୁବାର: ରାଜନୀତିକ କାର୍ଯ୍ୟରେ ରୁଚି ରହିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଶୁକ୍ର ଓ ଶନିବାର: ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ।

ରବି, ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁକ୍ର ଓ ଶନିବାର: ମହିଳା ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କ କାମ ପୂରା ହେବ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କୁ ବଡ଼ ସଫଳତା ମିଳିବ। ବୁଧ ଓ ଗୁରୁବାର: କୌଣସି ପୁରୁଣା ସଉଦାରୁ ଲାଭ ମିଳିପାରେ। ଶୁକ୍ର ଓ ଶନିବାର: ଘରକୁ ଅତିଥି ଆସିବେ ଏବଂ ଭୂସଂପତ୍ତି କିଣିପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ଲକ୍ଷ୍ୟ ପୂରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ରବି, ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବୁଧ ଓ ଗୁରୁବାର: ନୂଆ କାମ କରିପାରନ୍ତି। ଶୁକ୍ର ଓ ଶନିବାର: ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ଧନଲାଭ ହେବ।

ରବି, ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିପତ୍ତି ବଢ଼ିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: କାମଧନ୍ଦାରେ ଯଥେଷ୍ଟ ସଫଳ ହୋଇପାରନ୍ତି। ଶୁକ୍ର ଓ ଶନିବାର: ଆପଣଙ୍କ ଉପରେ କାହାରି ନଜର ଲାଗିପାରେ।

ରବି, ସୋମ ଓ ମଙ୍ଗଳବାର: ଅନ୍ୟକୁ ସହାୟତା କରିବେ। ବୁଧ ଓ ଗୁରୁବାର: ରାଜନୀତିରେ ମନସ୍କାମନା ପୂରା ହେବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର