ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ବୁଧ ଓ ଗୁରୁବାର: କୌଣସି ଖାସ୍‌ ଇଚ୍ଛା ପୂରା ହେବ। ଶୁକ୍ର ଓ ଶନିବାର: ବେପାରୀ ବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।

ରବି, ସୋମ ଓ ମଙ୍ଗଳବାର: ସରକାରୀ କାମରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଆର୍ଥିକ ଲାଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ବୁଧ ଓ ଗୁରୁବାର: କୌଣସି ଜରୁରୀ କାମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ।

ରବି, ସୋମ ଓ ମଙ୍ଗଳବାର: ବେପାରରେ ସଫଳତା ସୁନିଶ୍ଚିତ ହେବ। ବୁଧ ଓ ଗୁରୁବାର: କୌଣସି ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ଶୁକ୍ର ଓ ଶନିବାର: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ଭାଗ୍ୟର ପୂରା ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଭାବିଥିବା ସବୁ କାମ ପୂରା ହେବ। ଶୁକ୍ର ଓ ଶନିବାର: କୌଣସି କାମ ପାଇଁ କୋର୍ଟକୁ ଯିବାକୁ ପଡ଼ିପାରେ।

ରବି, ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: କାରବାରରେ ନୂଆ ଆୟର ସ୍ରୋତ ମିଳିପାରେ। ଶୁକ୍ର ଓ ଶନିବାର: ଜରୁରୀ କାମରେ ପୁରୁଣା ବନ୍ଧୁଙ୍କ ସାହାଯ୍ୟ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଚାକିରି କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: କୋର୍ଟ କଚେରି ମାମଲାଠୁ ଦୂରେଇ ରହନ୍ତୁ। ଶୁକ୍ର ଓ ଶନିବାର: ଆପଣଙ୍କ ମନରେ ଆସିଥିବା ବିଚାର କାମରେ ପୂରା ହେବ।

ରବି, ସୋମ ଓ ମଙ୍ଗଳବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବୁଧ ଓ ଗୁରୁବାର: କୌଣସି ନୂଆ କାମରେ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ଦିଗରୁ ଆଶାଠୁ ଅଧିକ ଧନଲାଭ ହେବ। ବୁଧ ଓ ଗୁରୁବାର: ଜୀବନରେ କୌଣସି ନୂଆ ଖୁସିର ସଙ୍କେତ ଆସିବ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ବଢ଼ିଆ ରହିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ଭଲ କାମ ମିଳିପାରେ। ବୁଧ ଓ ଗୁରୁବାର: ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଶୁକ୍ର ଓ ଶନିବାର: କ୍ୟାରିୟର୍‌ରେ ସଫଳତା ସୁନିଶ୍ଚିତ ହେବ।

ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନରେ ଖୁସି ବଜାୟ ରହିବ। ବୁଧ ଓ ଗୁରୁବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେବ।

ସମ୍ବନ୍ଧିତ ଖବର