ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ନିଜ ଲୋକଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଆମଦାନୀରେ ଅଚାନକ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ବୃଷ: ରବି ଓ ସୋମବାର: ପୁରୁଣା ସଉଦାରୁ ଲାଭ ମିଳିପାରେ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: କିଛି ନୂଆ କରିବା ପାଇଁ ଭାବିବେ। ଶନିବାର: ଆତ୍ମବିଶ୍ୱାସ ଉଚ୍ଚା ରହିବ।

ମିଥୁନ:ରବି ଓ ସୋମବାର: ଅଧୁରା କାର୍ଯ୍ୟ ପୂରା ହେବ। ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ। ଶନିବାର: ପ୍ରେମରେ ସଫଳତା ମିଳିବ।

କର୍କଟ: ରବି ଓ ସୋମବାର: ଉନ୍ନତିର ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କ ସାହଯ୍ୟ ସହଯୋଗ ପାଇବେ। ଶନିବାର: କାମର ବୋଝ ଅଧିକ ହୋଇପାରେ।

ସି˚ହ: ରବି ଓ ସୋମବାର: ନୂଆ ସ୍ରୋତରୁ ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ଖୁସି ରହିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶନିବାର: ଛାତ୍ରଙ୍କୁ ଶୁଭ ଖବର ମଳିବ।

କନ୍ୟା: ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବିଦେଶ ଯିବାର ଯୋଗ ରହିଛି। ଗୁରୁ ଓ ଶୁକ୍ରବାର: କୌଣସି ଭଲ କାମ ମିଳିପାରେ। ଶନିବାର: ଧନସଂପତ୍ତି ବୃଦ୍ଧି ହେବ।

ତୁଳା:ରବି ଓ ସୋମବାର: ଯୋଜନା ପୂରା ହୋଇପାରେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭର ସଙ୍କେତ ମଳିବ। ଗୁରୁ ଓ ଶୁକ୍ରବାର: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ଶନିବାର: ଆୟ ବଢ଼ିବ।

ବିଛା: ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ଲକ୍ଷ୍ୟ ପୂରା କରିବାରେ କାହାରି ସାହାଯ୍ୟ ମିଳିବ।

ଧନୁ: ରବି ଓ ସୋମବାର: ପିତାମାତାଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳ ଓ ବୁଧବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ଉନ୍ନତି ହେବ। ଶନିବାର: ଧନଲାଭର ଅବସର ପ୍ରାପ୍ତ ହେବ।

ମକର: ରବି ଓ ସୋମବାର: ପିତାମାତାଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳ ଓ ବୁଧବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ଉନ୍ନତି ହେବ। ଶନିବାର: ଧନଲାଭର ଅବସର ପ୍ରାପ୍ତ ହେବ।

କୁମ୍ଭ: ରବି ଓ ସୋମବାର: ଶତ୍ରୁଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ ବ୍ୟସ୍ତତାରେ ରହିବେ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ମୀନ: ରବି ଓ ସୋମବାର: ଆୟର ସ୍ରୋତ ମିଳିବ। ମଙ୍ଗଳ ଓ ବୁଧବାର: କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଶନିବାର: ଆର୍ଥିକ ସ୍ଥିତି ବୃଦ୍ଧି ହେବ।

ସମ୍ବନ୍ଧିତ ଖବର