ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ୱାସ୍ଥ୍ୟ ପ୍ରତି ସଜାଗ ରହନ୍ତୁ। ସୋମ ଓ ମଙ୍ଗଳବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ପାଇଁ ସୁଯୋଗ ମିଳିବ। ଶନିବାର: ପ୍ରେମ ସମ୍ବନ୍ଧ ଲାଗି ସମୟ ଭଲ।

ରବିବାର: କାରବାରରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: କୌଣସି ନୂଆ କାମ ପାଇଁ ଯୋଜନା କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶନିବାର: ସଫଳତା ହାସଲ ଲାଗି ତତ୍ପର ରହିବେ।

 ରବିବାର: ଚାକିରିଆଙ୍କୁ ଭଲ ଖବର ମିଳିବ। ସୋମ ଓ ମଙ୍ଗଳବାର: ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଶନିବାର: ଆପଣଙ୍କୁ ଫାଇଦା ହେବ।

ରବିବାର: କୌଣସି ନୂଆ ଶିଖିବାକୁ ଅବସର ମିଳିବ। ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ଶନିବାର: ବେପାରରେ ଲାଭ କମ୍‌ ମିଳିବ।

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ଲାଗି ସୁଯୋଗ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: କ୍ୟାରିୟର୍‌ରେ ସଫଳତା ମିଳିବ। ଶନିବାର: ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ କିଛି ନୂଆ ଲୋକ ଯୋଡ଼ି ପାରନ୍ତି। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବିବାର: ଧନ ମାମଲରେ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ସବୁ କାମ ଠିକ୍‌ ସମୟରେ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ମିଳିବ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

 

 

 

ରବିବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସୋମ ଓ ମଙ୍ଗଳବାର: ଆପଣଙ୍କ କାମ ବଡ଼ ଆରାମରେ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ଶନିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଆପଣଙ୍କ ମନର ଇଚ୍ଛା ପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସନ୍ତାନ ସୁଖ ପ୍ରାପ୍ତି ହେବ। ଶନିବାର: କୌଣସି କାମ ପାଇଁ ଯୋଜନା କରିବେ।

ରବିବାର: ସମାଜରେ ପ୍ରତିପତ୍ତି ବଢ଼ିବ। ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟ ପ୍ରତି ସଜାଗ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଶନିବାର: ଧନ ପ୍ରାପ୍ତି ହେବ।

ରବିବାର: କାରବାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ପୁରୁଣା କଥାରେ ବିବାଦକୁ ପଶନ୍ତୁ ନାହିଁ। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

ରବିବାର: ଅନ୍ୟକୁ ସହାୟତା କରିବେ। ସୋମ ଓ ମଙ୍ଗଳବାର: ଗବେଷଣାରେ ନୂଆ ପରିଯୋଜନା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ମନସ୍କାମନା ପୂର୍ଣ୍ଣ ହେବ। ଶନିବାର: ପରିବାରରେ ଖୁସିର ମାହୋଲ୍‌ ରହିବ।

ସମ୍ବନ୍ଧିତ ଖବର