ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କାରବାରରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ଭାବିଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଶିକ୍ଷଣ କାର୍ଯ୍ୟରେ ମନ ଲାଗିବ। ଶନିବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ରବିବାର: ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସୋମ, ମଙ୍ଗଳ ଓ ବୁଧବାର: ନାରାଜ ଥିବା ମିତ୍ର ବନ୍ଧୁତାର ହାତ ବଢ଼ାଇବେ। ଗୁରୁ ଓ ଶୁକ୍ରବାର: ଉଧାର ନେବାଦେବାରେ ନିବୃତ୍ତ ରହନ୍ତୁ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବିବାର: ନିଜର କାମ ସମୟରେ ସମାପ୍ତ ହେବ। ସୋମ, ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଦାୟିତ୍ଵ ନିର୍ବାହ କରିବାରେ ସଫଳ ହେବେ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାର ବୃତ୍ତିରେ ସ୍ଥିରତା ବଜାୟ ରହିବ। ଶନିବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସଂପର୍କ ହେବ।

ରବିବାର: ଧନଲାଭ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: କାମ ଅଧିକ ଲାଭ କମ୍‌ ମିଳିପାରେ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଧନଲାଭର ଅବସର ମିଳିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ବୁଲିବାରେ ଅଧିକ ସମୟ କଟିବ। ସୋମ, ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ମିଳିବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ଠାରୁ ଖୁସି ପ୍ରାପ୍ତ ହେବ। ଶନିବାର: ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ।

 

 

 

 

 

ରବିବାର: ପ୍ରଗତିରେ ଗତିରୋଧ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମର ଉଚିତ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର: ପାରିବାରିକ ସୁଖ ପ୍ରାପ୍ତି ହେବ। ଶନିବାର: ଧନଲାଭ ଯୋଗ ରହିଛି।

ରବିବାର: ନୂଆ ଯୋଜନା ପ୍ରସ୍ତୁତ କରିବେ। ସୋମ, ମଙ୍ଗଳ ଓ ବୁଧବାର: ବାଦବିବାଦ ଠାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର: ପାରିବାରିକ ଖୁସିରେ ବୃଦ୍ଧି ହୋଇପାରେ। ଶନିବାର: ମାନସମ୍ମାନ ପାଇବେ।

ରବିବାର: ପରିଶ୍ରମର ଫଳ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ନିଜର କାମରେ ଅନୁଭବୀଙ୍କ ସାହାଯ୍ୟ ମିଳିବ। ଗୁରୁ ଓ ଶୁକ୍ରବାର: ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ପଇସା ଚିନ୍ତା ଦୂର ହେବ। ଗୁରୁ ଓ ଶୁକ୍ରବାର: ସାହିତ୍ୟିକଙ୍କ ଲାଗି ସମୟ ଲାଭପ୍ରଦ। ଶନିବାର: କାମରେ ସଫଳତା ନିଶ୍ଚୟ ମିଳିବ।

ରବିବାର: ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ପ୍ରତିଷ୍ଠା ବଜାୟ ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ହେବ। ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧିତ ଖବର