ଜାଣନ୍ତୁ ଏସପ୍ତାହର ରାଶିଫଳ

ରବି ଓ ସୋମବାର: ବଢ଼ିଆ ଚାକିରିର ସୁଯୋଗ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ଶୁକ୍ର ଓ ଶନିବାର: ପରିଶ୍ରମ ଫଳ ଦ୍ଵିଗୁଣା ମିଳିବ।

 

ରବି ଓ ସୋମବାର: ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ମେଳମିଳାପ ବଢ଼ିବ। ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହେବ।

 

ରବି ଓ ସୋମବାର: କ୍ୟାରିୟର ଲାଗି ଭଲ ସମୟ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ଶୁକ୍ର ଓ ଶନିବାର: କାହାରି ସହିତ କଥା ହେଲା ବେଳେ ଭାବିଚିନ୍ତି କଥା ହୁଅନ୍ତୁ।

 

ରବି ଓ ସୋମବାର: ଭାବିଥିିବା କାମ ପୂରା ହୋଇଯିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁକ୍ର ଓ ଶନିବାର: କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିବେ।

 


ରବି ଓ ସୋମବାର: ଆଗକୁ ବଢ଼ିବା ଲାଗି କ୍ରମାଗତ ଚେଷ୍ଟା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭଦାୟକ ହେବ।

 

ରବି ଓ ସୋମବାର: ଲାଗି ରହିଥିବା ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଶୁକ୍ର ଓ ଶନିବାର: ପରିବାର ସହଯୋଗରେ ଜରୁରୀ କାମ ପୂରା ହେବ।

 

ରବି ଓ ସୋମବାର: ପାରିବାରକ ଜୀବନ ସୁଖ ଶାନ୍ତିରେ ଭରା ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଆମଦାନିର ନୂଆ ସ୍ରୋତ ମିଳିବ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ଵର ବିକାଶ ହେବ।

 


ରବି ଓ ସୋମବାର: ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଉନ୍ନତି ହେବ।

 

ରବି ଓ ସୋମବାର: ଲକ୍ଷ୍ୟ ହାସଲ ଲାଗି ବଡ଼ ଭାଇଙ୍କ ସାହାଯ୍ୟ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାକ୍ଷାତକାରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତିନ ହେବ।

 


ରବି ଓ ସୋମବାର: ନୂଆ ଭିତ୍ତି ରଖିବା ଲାଗି ସମୟ ଅନୁକୂଳ। ମଙ୍ଗଳ, ବୁଧ ଓ ଗୁରୁବାର: କ୍ୟାରିୟରରେ ବଢ଼ିବା ଲାଗି ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ଯୋଜନା ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ।

 

ରବି ଓ ସୋମବାର: କୌଣସି କାମରୁ ବଡ଼ ଫାଇଦା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ କାମରୁ ବଡ଼ ଲାଭ ମିଳିବ। ଶୁକ୍ର ଓ ଶନିବାର: ସେବା ସତ୍କାରରେ ସମୟ କଟିବ।

 


ରବି ଓ ସୋମବାର: ଆପଣଙ୍କର ଭଲ କାମ ପାଇଁ ସମ୍ମାନିତ ହେବେ। ମଙ୍ଗଳ, ବୁଧ ଓ ଗୁରୁବାର: କିଛି ନୂଆ କାମ କରି ପାରନ୍ତି। ଶୁକ୍ର ଓ ଶନିବାର: କିଛି ନୂଆ କରି ଶିକ୍ଷା ଲାଭ କରିବେ।

ସମ୍ବନ୍ଧିତ ଖବର