ଜାଣନ୍ତୁ ଆଜିର ରାଶିଫଳ

ମେଷ:ରବିବାର: ପରିଶ୍ରମର ଫଳ ମିଳିବ। ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଅଚାନକ ଧନଲାଭ ହେବ। ଶୁକ୍ର ଓ ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।

 

ବୃଷ: ରବିବାର: ବିଳାସ ଉପକରଣ କିଣି ପାରନ୍ତି। ସୋମ ଓ ମଙ୍ଗଳବାର: ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହନ୍ତୁ। ବୁଧ ଓ ଗୁରୁବାର: ଆତ୍ମବିଶ୍ୱାସ ଉଚ୍ଚା ରହିବ। ଶୁକ୍ର ଓ ଶନିବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

 

ମିଥୁନ: ରବିବାର: ସ୍ଥଗିତ ଥିବା କାମ ଭଲରେ ହେବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟର୍ଥ କଥାରୁ ନିଜକୁ ଦୂରେଇ ରଖନ୍ତୁ। ଶୁକ୍ର ଓ ଶନିବାର: ସୁଖ ସୁବିଧା ବୃଦ୍ଧି ହେବ।

 

କର୍କଟ: ରବିବାର: କାରବାର ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କାମ ଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବୁଧ ଓ ଗୁରୁବାର: ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ଶୁକ୍ର ଓ ଶନିବାର: ତର୍କ ଶକ୍ତି କାମରେ ଆସିବ।

 

ସିଂହ: ରବିବାର: ପରିଶ୍ରମର ପୂରା ଫଳ ମିଳିବ। ସୋମ ଓ ମଙ୍ଗଳବାର: ସାଙ୍ଗର ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: କିଛି ନୂଆ କାମ ଆରମ୍ଭ କରିପାରନ୍ତି। ଶୁକ୍ର ଓ ଶନିବାର: ଯାତ୍ରା ସୁଖଦ ଓ ଲାଭପ୍ରଦ ହେବ।

 

କନ୍ୟା: ରବିବାର: ନିଜର ବ୍ୟବହାର ପ୍ରତି ସତର୍କ ରହନ୍ତୁ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୁଧ ଓ ଗୁରୁବାର: ବେକାରଙ୍କୁ ରୋଜଗାର ମିଳିବ। ଶୁକ୍ର ଓ ଶନିବାର: କାରବାର ଲାଗି ସମୟ ଲାଭପ୍ରଦ।

 

ତୁଳା: ରବିବାର: ନିଜର ବ୍ୟବହାର ପ୍ରତି ସତର୍କ ରହନ୍ତୁ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୁଧ ଓ ଗୁରୁବାର: ବେକାରଙ୍କୁ ରୋଜଗାର ମିଳିବ। ଶୁକ୍ର ଓ ଶନିବାର: କାରବାର ଲାଗି ସମୟ ଲାଭପ୍ରଦ।

 

ବିଛା: ରବିବାର: ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ଯୌଥ ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

 

ଧନୁ: ରବିବାର: କ୍ୟାରିୟରରେ ନୂଆ ମୋଡ଼ ନେବ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ବେପାରରେ ଉନ୍ନତି। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

 


ମକର: ରବିବାର: ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ।

 

କୁମ୍ଭ:ରବିବାର: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ପାରିବାରିକ ଦାୟିତ୍ଵ ସବୁ ପୂରା ହେବ। ଶୁକ୍ର ଓ ଶନିବାର: ଚାକିରିରେ ପଦୋନ୍ନତିର ସୁଯୋଗ।

 

ମୀନ: ରବିବାର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବୁଧ ଓ ଗୁରୁବାର: ଯାତ୍ରା ଫଳପ୍ରଦ ହେବ। ଶୁକ୍ର ଓ ଶନିବାର: ଭୂସଂପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ।

ସମ୍ବନ୍ଧିତ ଖବର