ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟାଙ୍କରେ ଅର୍ଥ ନେଣଦେଣ ସତର୍କତାର ସହ କରନ୍ତୁ। ସବୁପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହନ୍ତୁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ।

ବୃଷ: ସାମାଜିକ କାର୍ଯ୍ୟରେ ରୁଚି। ନୂଆ ବ୍ୟକ୍ତିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଆପଣଙ୍କ ନିଷ୍ପତ୍ତି ଫଳପ୍ରଦ ହେବ।

ମିିଥୁନ: ନୂଆ କାମର ପ୍ରସ୍ତାବ ମିଳିପାରେ। ଧର୍ମସ˚ସ୍ଥାକୁ ଦାନ ଦେଇପାରନ୍ତି। କୋର୍ଟ-କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

କର୍କଟ: ମନରେ ଆସୁଥିବା‌ ପ୍ରଶ୍ନର ସମାଧାନ ମିଳିଯିବ। ସମାଜରେ ଆପଣଙ୍କର ମାନ-ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଲୋକଙ୍କ ସହ ସାକ୍ଷାତ୍‌ ହେବ।

ସି˚ହ: ପରିବାର ଲୋକଙ୍କ ସହ ସମୟ ଖୁସିରେ ବିତିବ। ବେପାରରେ ଅଧିକ ଧନଲାଭ। ଅଫିସରେ ନିଜ କାମରେ ମନ ଦିଅନ୍ତୁ।

କନ୍ୟା: କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟ‌େର ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ବିବାହ ପ୍ରସ୍ତାବ ଆସିପାରେ।

ତୁଳା: କମ୍‌ କଥା କହି ଅନ୍ୟମାନଙ୍କ ନଜରକୁ ଆସିବେ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ।

ବିଛା: ସାମାଜିକ ଜୀବନରେ ଆନନ୍ଦ। ଅଟକିଥିବା ଟଙ୍କା ଫେରିପାଇବେ। ପରିବାର ଲୋକଙ୍କ ସହ ଉତ୍ତମ ସଂପର୍କ ସ୍ଥାପିତ ହେବ।

ଧନୁ: କଷ୍ଟ ଲାଗୁଥିବା କାର୍ଯ୍ୟ ସହଜରେ ସମାଧାନ ହୋଇଯିବ। ବିଦେଶ ଯାତ୍ରା କରିପାରନ୍ତି। କୋର୍ଟ-କଚେରି ମାମଲାରେ ଖର୍ଚ୍ଚ ବଢ଼ିପାରେ।

ମକର: ସ୍ଥଗିତ କାମ ପୂରା ହେବ। କାମ ପାଇଁ ଉପରିସ୍ଥ ଅଧିକାରୀ ଖୁସି ହେବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଧନପ୍ରାପ୍ତି ଯୋଗ।

କୁମ୍ଭ: ଭାଗ୍ୟଦେବୀ ପ୍ରସନ୍ନ ରହିବେ। ସବୁ କାମ ସୁରୁଖୁରୁରେ ସଂପନ୍ନ ହେବ। ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ହେବେ।

ମୀନ: ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସହିତ ସ˚ପର୍କ ବଢ଼ିବ। ବ୍ୟବସାୟରେ ଅଚାନକ ଧନଲାଭ।

ସମ୍ବନ୍ଧିତ ଖବର