ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ସମାଜ ସେବାରୁ ସମ୍ମାନ ମିଳିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।

ବୃଷ: ଜରୁରୀ କାମ ପୂରା ହୋଇପାରେ। କୌଣସି ବ୍ୟକ୍ତିଙ୍କ ସହିତ ମନ ମିଶିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ।

ମିଥୁନ: ନିଜ ବୃତ୍ତିିରେ ସଫଳତା ମିଳିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହ ପ୍ରସ୍ତାବ ମିଳିବାର ଯୋଗ ରହିଛି।

କର୍କଟ: ଆପଣଙ୍କ ଭାବନା ରଚନାତ୍ମକ ରହିବ। ଭଲ କାମ ପାଇଁ କାର୍ଯ୍ୟାଳୟରେ ପ୍ରଶଂସିତ ହେବେ। ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ରହିବେ। ବନ୍ଧୁଙ୍କ ସହିତ ସଂପର୍କରେ ସୁଧାର ଆସିବ।

ସି˚ହ: କୌଣସି ମହତ୍‌ କାର୍ଯ୍ୟରେ ସଫଳତା ମିଳିପାରେ। ସାହିତ୍ୟରେ ରୁଚି ଥିବା ବ୍ୟକ୍ତି ନୂଆ କିଛି ରଚନା କରିବେ। ବ୍ୟବସାୟୀଙ୍କୁ ଲାଭ ମିଳିବ।

କନ୍ୟା: କିଛି ନୂଆ ଯୋଜନା କରିପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି।

ତୁଳା: ନିଜ କାର୍ଯ୍ୟାଳୟରେ ଅନ୍ୟ ସହିତ ତର୍କ ହେବାର ସମ୍ଭାବନା ରହିଛି। ବାହାରକୁ ଯାଉଥିଲେ ସାବଧାନତାର ସହ ବାହନ ଚଳାନ୍ତୁ।

ବିଛା: ଯୋଜନା ଅନୁସାରେ ଫଳ ମିଳିବ। ନୂଆ କିଛି କରିବାକୁ ଆଗ୍ରହୀ ‌େ‌ହବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ।

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି ସଂସ୍ଥାରେ ନିଯୁକ୍ତି ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାରିବାରିକ ଅଶାନ୍ତି କମିବ।

ମକର: ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ନିଯୁକ୍ତି ପାଇଁ ଆପଣଙ୍କ ପ୍ରୟାସ ସଫଳ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ।

କୁମ୍ଭ: କାମରେ ସକରାତ୍ମକ ଫଳ ମିଳିବ। ସମାଜରେ ମାନ ସମ୍ମାନ ପାଇବେ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ।

ମୀନ: ପରିବାର ଲୋକଙ୍କ ସହ ଦିନଟି ଖୁସିରେ କଟିବ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ।

ସମ୍ବନ୍ଧିତ ଖବର