ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା ବଢ଼ିବ। ଅଧିକ ସମୟ ମାତାପିତାଙ୍କ ସହିତ କଟିବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

ବୃଷ: ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି ମହତ୍ତ୍ବପୂର୍ଣ୍ଣ କାମରେ ବାଧା ଉପୁଜିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମିଥୁନ: ଭାବିଥିବା କାମ ପୂରା ହେବ। ମିତ୍ରଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ଶିକ୍ଷାରେ ଛାତ୍ରଙ୍କୁ ଉତ୍ତମ ଫଳ ମିଳିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୯।

କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ। ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। କିଛି ନୂଆ ଶିଖିବାର ଅବସର ମିଳିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ସି˚ହ: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ଅର୍ଥ ରୋଜଗାର ପାଇଁ ନୂଆ ସୁଯୋଗ ପାଇବେ। ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୭।

କନ୍ୟା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୬।

ତୁଳା: ମନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୮।

ବିଛା: କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ବ ଦିଆଯିବ। ବେପାରରେ ଲାଭର ଅବସର ପ୍ରାପ୍ତ ହେବ। ଘରକୁ କୌଣସି ସ˚ପର୍କୀୟ ଆସିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ଧନୁ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବହୁ ଲୋକ ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବ୍ୟବସାୟରେ ଧନଲାଭ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୧।

ମକର: ନିତି ଦିନିଆ କାମରେ ଟିକେ ଗତିରୋଧ ହୋଇପାରେ। ପଇସା ସହିତ ସ˚ଶ୍ଳିଷ୍ଟ ମାମଲାରେ ଆପଣ ହଇରାଣ ହୋଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

କୁମ୍ଭ: ନିଜ ବ୍ୟକ୍ତିତ୍ବର ପ୍ରଭାବରେ କିଛି ଲୋକଙ୍କୁ ନିଜ ସପକ୍ଷରେ କରିନେବେ। ବ୍ୟବସାୟରେ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସଂପର୍କ ଆହୁରି ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ମୀନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସମାଜ ସେବାରୁ ପ୍ରତିଷ୍ଠା ପାଇବେ। କିଛି ନୂଆ ବନ୍ଧୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର