ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। ରୋଜଗାରର ସୁଯୋଗ ମିଳିବ। ପ୍ରିୟତମଙ୍କ ସହିତ ମିଶିବା ପାଇଁ ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ: ପୂର୍ବ ପରିଶ୍ରମରୁ ଲାଭ ମିଳିବ। ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ନୂଆ କାମ ମିଳିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ମିଥୁନ: ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଅଧୢୟନ ଶୈଳୀରେ ଛାତ୍ରଛାତ୍ରୀ ପରିବର୍ତ୍ତନ ଆଣିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

କର୍କଟ: ସ୍ଥଗିତ କାମରେ ବଡ଼ ଭାଇଙ୍କ ସହଯୋଗ ମିଳିବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୬।

ସି˚ହ: ବ୍ୟବସାୟରୁ ଲାଭ ମିଳିବ। ରାଜନୀତିରେ ପରିଧି ବଢ଼ିବ। ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ। ଉନ୍ନତିର ନୂଆ ମାର୍ଗ ଖୋଲିବ। ପରିବାର ସହିତ ମିଶିବା ହେତୁ ଖୁସି ରହିବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ନିଜ କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ବିଛା: ଆତ୍ମସମୀକ୍ଷାରେ ସମୟ ବିତିବ। କାମରେ ବାଧା ଉପୁଜିପାରେ। ସ୍ବାସ୍ଥ୍ୟରେ ସମସ୍ୟା ସମ୍ଭାବନା। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

ଧନୁ: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରୁ ବେଶି ଲାଭ ପାଇଁ ମନଯୋଗ ସହକାରେ କାମ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମକର: ନିଜ କାର୍ଯ୍ୟରେ ମନୋଯୋଗୀ ହେବ। ସବୁ କାମରେ ସଫଳତା ହାସଲ ହେବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣ ଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

କୁମ୍ଭ: ଦିନଟି ଧାର୍ମିକ ଗିତିବିଧିରେ କଟିବ। ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨ା

ମୀନ: କୌଣସି କାମରେ ଅଧିକ ସମୟ ବ୍ୟୟ ହୋଇପାରେ। ଅଧିକାରୀଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର