ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦୀର୍ଘ ଦିନ ଧରି ଲାଗିରହିଥିବା ସ˚ଘର୍ଷ ସମାପ୍ତ ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ପରିବାର ସହ ଖୁସିରେ ସମୟ ବିତିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବନ୍ଧୁବର୍ଗଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟୀ ଲାଭବାନ ହେବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା:୬।

ମିଥୁନ: ମନ ଶାନ୍ତ ରହିବ। ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ହେବାର ସୁଯୋଗ ମିଳିବ। ଦାଂପତ୍ୟ ଜୀବନରେ ସୁଖ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

କର୍କଟ: ସକାରାତ୍ମକ ମନୋଭାବରେ ଆଗକୁ ବଢ଼ିବେ। ଜୀବନସାଥୀଙ୍କ ପରାମର୍ଶରେ ଅର୍ଥ ବିନିଯୋଗ କରିବେ। ସମାଜରେ ମାନ-ସମ୍ମାନ ପାଇବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୯।

ସି˚ହ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପୁଞ୍ଜି ନିବେଶ ସ˚କ୍ରାନ୍ତରେ ପରାମର୍ଶ ମିଳିବ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

କନ୍ୟା: କୌଣସି ସ୍ବତନ୍ତ୍ର କାର୍ଯ୍ୟରେ ସଫଳତା। ଧନଲାଭର ସୁଯୋଗ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ତୁଳା: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ। ମିତ୍ରଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।

ବିଛା: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ପରିବାରରେ ସୁଖ-ଶାନ୍ତି। ସାମାଜିକ କାର୍ଯ୍ୟରେ ସମୟ ବିତିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା:୫।

ଧନୁ: ଯୋଗ୍ୟତା ଅନୁସାରେ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି। ଜୀବନସାଥୀଙ୍କ ସହିତ ପ୍ରେମଭରା ସଂପର୍କ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମକର: ସାରା ଦିନ ଉତ୍ସାହିତ ରହିବେ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି। ଶୁଭରଙ୍ଗ:ବାଦାମୀ। ଶୁଭସ˚ଖ୍ୟା:୧।

କୁମ୍ଭ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ସୁଯୋଗ। ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ମୀନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆଚରଣରେ ସ˚ଯମ ରଖିବାକୁ ଚେଷ୍ଟା କରନ୍ତୁ। ଆମଦାନି ଉପରେ ଅଧିକ ଧୢାନ ଦିଅନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର