ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଆତ୍ମବିଶ୍ବାସ କାମରେ ସଫଳତା ଆଣିଦେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ।

ବୃଷ: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସକରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ। ଜୀବନସାଥୀଙ୍କ ସହ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ମିଥୁନ: ସୁଖ-ଦୁଃଖ ମଧ୍ୟରେ ଦିନଟି କଟିବ। ମନ୍ଦିର ସଫାସୁତୁରା କାର୍ଯ୍ୟରେ ସହଯୋଗ କରନ୍ତୁ। କୌଣସି କାମ ପାଇଁ କୋର୍ଟକୁ ଯିବାକୁ ପଡ଼ିପାରେ।

କର୍କଟ: ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବୈବାହିକ ଜୀବନ ଭଲ ରହିବ।

ସି˚ହ: ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି।

କନ୍ୟା: ଚିନ୍ତାମୁକ୍ତ ରହିବେ। ଅଧିକାରୀଙ୍କ ସହିତ କୌଣସି ବି‌େଶଷ ବିଷୟରେ କଥାବାର୍ତ୍ତା ହେବେ। ରାଜନୀତିରୁ ଲାଭ ମିଳିବ।

ତୁଳା: ଜରୁରୀ କାମ ଶେଷ ଲାଗି ଯୋଜନା କରିବେ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ମିଳିପାରେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଜୀବନସାଥୀଙ୍କ ସହ ଉତ୍ତମ ସଂପର୍କ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ଧନୁ: ନିଜ କାମରେ ଉତ୍ସାହିତ ରହି‌େବ। କୌଣସି ଆଇନ-କାନୁନ ମାମଲାରେ ବିଶେଷ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। କାମ ପାଇଁ ଅଫିସରେ ପ୍ରଶଂସିତ ହେବେ।

ମକର: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଫାଇଦା ମିଳିବ। ଶତ୍ରୁ ଆପଣଙ୍କର କ୍ଷତି କରିପାରିବେ ନାହିଁ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ କଟିବ। ନିତିଦିନିଆ କାର୍ଯ୍ୟରେ ସଫଳ ହେବେ। ଦୂରସ୍ଥାନ ଭ୍ରମଣ ଯୋଗ।

ମୀନ: ସବୁଦୃଷ୍ଟିରୁ ଦିନଟି ଅନୁକୂଳ ରହିବ। ମିଥ୍ୟାର ଆଶ୍ରୟ ନେବେ‌ ନାହିଁ ଏବଂ ସତ କହି ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି।

ସମ୍ବନ୍ଧିତ ଖବର