publive-imageମେଷ: ଆପଣ ଆଜି ଉତ୍‍ଫୁଲ୍ଲ ରହିବେ। ନୂଆ ଲୋକଙ୍କ ସହିତ ଆଲୋଚନା କରିବେ। ବ୍ୟବସାୟରେ ପରିବର୍ତ୍ତନ ଆସିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

Advertisment

publive-imageବୃଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପରିବାରରେ ଘନିଷ୍ଠତା ବଢ଼ିବ। ଅଫିସ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

publive-imageମିଥୁନ: ଆପଣଙ୍କ କାମ ଆବାଧରେ ପୂରା ହୋଇଯିବ। ବେକାରଙ୍କୁ ରୋଜଗାର ମିଳିବ। ଭାଗୀଦାରି ବ୍ୟବସାୟରେ ଭଲ ଲାଭ ମିଳିବ।

publive-imageକର୍କଟ: ଈଶ୍ବରଙ୍କ ଆରାଧନା କଲେ ମନକୁ ଶାନ୍ତି ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଅଫିସର କର୍ମଚାରୀଙ୍କ ସହିତ ତାଳମେଳ ବଜାୟ ରହିବ।

publive-imageସି˚ହ: ଦିନଟି ଧାର୍ମିକ କାର୍ଯ୍ୟରେ ବିତିବ। ଉପାର୍ଜନ ଲାଗି ନୂଆ ଯୋଜନା କରିବେ। ବୈବାହିକ ଜୀବନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ।

publive-imageକନ୍ୟା: କୌଣସି ବିଷୟକୁ ନେଇ ଭାବପ୍ରବଣ ହେବେ। କଥାବାର୍ତ୍ତା ବେଳେ ସତର୍କ ରହନ୍ତୁ। ଅଫିସ କାର୍ଯ୍ୟରେ ଆପଣଙ୍କୁ ନୂଆ ଆହ୍ବାନ ମିଳିପାରେ।

publive-imageତୁଳା: ବ୍ୟବସାୟରେ ଉନ୍ନତିର ସୁଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ରହିବ।

publive-imageବିଛା: ସକରାତ୍ମକ ଭାବନାର ପ୍ରୟୋଗ କରନ୍ତୁ। ଅଫିସ ସମସ୍ୟାର ସମାଧାନ ହୋଇଯିବ। ରଚନାତ୍ମକ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।

publive-imageଧନୁ: ଲାଗି ରହିଥିବା ବାଧା ତୁଟିବ। ରାଜନୀତିରେ ଲାଭ ମିଳିବ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

publive-imageମକର: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଜରୁରୀ କାମରେ ଅନୁଭବୀଙ୍କ ସାହାଯ୍ୟ ମିଳିବ। ପରିବାରରେ ଖୁସିର ମାହୋଲ ରହିବ।

publive-imageକୁମ୍ଭ: ଅଫିସରେ ଆପଣଙ୍କୁ ଗୁରୁତ୍ବ ମିଳିବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

publive-imageମୀନ: ପୁରୁଣା କାମ ସ˚ପୂର୍ଣ୍ଣ ହେବ। ବିରୋଧୀ ଆପଣଙ୍କ ସାମନାରେ ନତମସ୍ତକ ହୋଇ ରହିବେ। କାରବାରରେ ଲାଭ ପାଇବେ।