ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଶକ୍ତିମାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। କୌଣସି କାମରେ ଆପଣଙ୍କୁ ଅଧିକ ଲାଭ ମିଳିବ।

ବୃଷ: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ତାଙ୍କ ମାଧୢମରେ ଭବିଷ୍ୟତରେ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ।

 

ମିଥୁନ: ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ବହୁ ଦିନର ଆଶା ପୂରଣ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଖ ବଢ଼ିବ।

 

କର୍କଟ: ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ହେବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ସି˚ହ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କ କାମରେ ବରିଷ୍ଠଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ।

 

କନ୍ୟା: ଜରୁରୀ କାମରେ ସଫଳତା ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ରାଜନୈତିକ ବ୍ୟକ୍ତିଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

 

ତୁଳା: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଅଫିସରେ ସହକର୍ମୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

 

ବିଛା: ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

 

ଧନୁ: ପିତାମାତାଙ୍କ ପରାମର୍ଶ ଆପଣଙ୍କ କ୍ୟାରିୟର ଲାଗି ଭଲ। ପଦୋନ୍ନତିର ସୂଚନା ମିଳିପାରେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

 

ମକର: ଆପଣ ଶାନ୍ତ ଓ ଚିନ୍ତା-ମୁକ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

 

କୁମ୍ଭ: ଉନ୍ନତିର ପଥ ଖୋଲିବ। ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

 

ମୀନ: ଆପଣଙ୍କୁ ଭଲ ସୁଯୋଗ ମିଳିବ। ଅଫିସରେ ଆପଣଙ୍କ କାମରେ ସମସ୍ତେ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିପାରେ।

ସମ୍ବନ୍ଧିତ ଖବର