ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ଅନର୍ଥକ କାମରୁ ନିବୃତ୍ତ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଫଳ ଇଚ୍ଛା ନ କରି କାମ କରନ୍ତୁ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ଘରର ମାହୋଲ୍‌ ଭଲ ରହିବ।

 

ବୃଷ: ରବିବାର: ଅଧୁରା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ବ୍ୟକ୍ତିଙ୍କ ସହିତ ମନୋମାଳିନ୍ୟ। ଗୁରୁ ଓ ଶୁକ୍ରବାର: ଉପାର୍ଜନ ବୃଦ୍ଧି ଲାଗି ସୁଯୋଗ। ଶନିବାର: ପରିଶ୍ରମର ଯଥେଷ୍ଟ ଫାଇଦା ମିଳିବ।

 

ମିଥୁନ: ରବିବାର: କାମରେ ସଫଳତା ପ୍ରାପ୍ତି। ସୋମ, ମଙ୍ଗଳ ଓ ବୁଧବାର: କାରବାର ବୃଦ୍ଧି ପାଇଁ ସମୟ ଭଲ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଧନଲାଭ ହେବ। ଶନିବାର: ଆପଣଙ୍କୁ ନୂଆ ପ୍ରସ୍ତାବ ମିଳିବ।

 


କର୍କଟ: ରବିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଯୋଜନା କ୍ରିୟାନ୍ଵିତ ହେବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ମଧୁରତା। ଶନିବାର: ଜମିର ସଉଦା କରନ୍ତୁ ଭଲ ହେବ।

 

ସିଂହ: ରବିବାର: ଘର ନିର୍ମାଣ ପାଇଁ ଯୋଜନା କରିବେ। ସୋମ, ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧ ମଧୁର। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

 

କନ୍ୟା:ରବିବାର: କିଛିି ନୂଆ ଯୋଜନା ପ୍ରସ୍ତୁତ କରିବେ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ଉଚ୍ଚପଦ ମିଳିପାରେ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ।

 

 ତୁଳା: ରବିବାର: ଆର୍ଥିକ ସ୍ଥିତି ଭଲ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାମରେ ସଫଳତା ମିଳିପାରେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: କାମ ପ୍ରତି ଉତ୍ସାହ ବଢ଼ିବ।

 

 

ବିଛା: ରବିବାର: ନୂଆ କାର୍ଯ୍ୟ ଚୁକ୍ତି କରିବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟୀଙ୍କ ପାଇଁ ସମୟ ଲାଭପ୍ରଦ। ଶନିବାର: ଖର୍ଚ୍ଚ ବଢ଼ିପାରେ।

 

ଧନୁ: ରବିବାର: ଲାଭର ସ୍ଥିତି ହ୍ରାସ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: ନିଜର ଭାବନା ବିଚାରକୁ ସକାରାତ୍ମକ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ଶନିବାର: ଆୟ ବୃଦ୍ଧି।

 

ମକର: ରବିବାର: କିଛି ନୂଆ ଶିକ୍ଷା ଲାଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ। ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ଶନିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ।

 


କୁମ୍ଭ: ରବିବାର: ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟରେ ସ୍ଥିତି ସୁଧାର ହେବ। ଗୁରୁ ଓ ଶୁକ୍ରବାର: ଅନୈତିକ କାର୍ଯ୍ୟରୁ ନିବୃତ୍ତ ରହନ୍ତୁ। ଶନିବାର: କାରବାର ବୃଦ୍ଧି ହେବ।

 

ମୀନ:ରବିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଗୁରୁ ଓ ଶୁକ୍ରବାର: ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ। ଶନିବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର