ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ସୁଖ ମିଳିବ। ଆୟର ନୂଆ ବାଟ ମିଳିପାରେ। ସମାଜରେ ମାନ ସମ୍ମାନ ବୃଦ୍ଧି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୪।

ବୃଷ: ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମିଥୁନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବେ। ଅର୍ଥ ଫେରିପାଇବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

କର୍କଟ: ବିନା ବାଧାରେ କାମ ହେବ। ଆର୍ଥିକ ଚିନ୍ତା ଦୂର। ବ୍ୟବସାୟରେ ଉନ୍ନତି। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ସି˚ହ: ମନରେ ନୂଆ ଭାବନା ଆସିବ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକଙ୍କ ସହିତ ଚର୍ଚ୍ଚା କରିବେ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

କନ୍ୟା: ଭାଗ୍ୟ ସହାୟକ ହେବ। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ଚାଲିବେ। ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା: ବ୍ୟବସାୟରେ ଭଲ ସୁଯୋଗ। ସାମାଜିକ ସଂପର୍କ ବଢ଼ିବ। ଧନଲାଭର ସୁଯୋଗ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ବିଛା: ନିଜ ଶକ୍ତିକୁ ଠିକରୂପେ ବ୍ୟବହାର କରିବେ। ଆର୍ଥିକ ସ୍ଥିତିରେ ସୁଧାର। ବ୍ୟବସାୟ ଲାଗି ନୂଆ ସୁଯୋଗ। ଚାକିରିରେ ସନ୍ତୁଷ୍ଟ ରହିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୯।

ଧନୁ: ସବୁ ସମସ୍ୟାର ସମାଧାନ ହେବ। କାର୍ୟ୍ୟକ୍ଷେତ୍ରରେ ସଫଳ ‌େହବେ। ବ୍ୟବସାୟୀଙ୍କୁ ଧନଲାଭ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।

ମକର: ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ସ˚ପୂର୍ଣ୍ଣ ହେବ। ରାଜନୀତିରେ ଖ୍ୟାତି ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କୁମ୍ଭ: ସମାଜରେ ଲୋକପ୍ରିୟତା ବଢ଼ିବ। ନିଜ ବୃତ୍ତିରେ ପ୍ରଶ˚ସିତ ହେବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

ମୀନ: ଉନ୍ନତି ପାଇଁ ବିଭିନ୍ନ ମାର୍ଗ ଆପଣଙ୍କ ସାମନାକୁ ଆସିବ। ସାମାଜିକ କାର୍ୟ୍ୟକ୍ରମରେ ଅ˚ଶ ଗ୍ରହଣ କରିପାରନ୍ତି। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର